କବିତା · ଡିସେମ୍ବର ୩୦, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୁତି ୬୫
ସ୍ମୃତି ତୁମେ...
ଶୀତ ସକାଳର କଅଁଳ ଛୁଆଁ
ବିରହ ପ୍ରାଣରେ ଜଳାଅ ନିଆଁ
ସ୍ମୁତି ତୁମେ..
ମନ ଆକାଶ ରେ ଅଲିଭା ତାରା ଟିଏ
ଚିକିମିକ୍ ସୁନା ଫୁଲପରି ଦିଶୁଥାଏ
ସ୍ମୁତି ତୁମେ..
ସୋରିଷ ଫୁଲ ର କ୍ଷେତ ...
ହଳଦୀ ଗୁରୁ ଭାରି ଦିଶ
ସ୍ମୃତି ତୂମେ
ମନ ସିଲଟ ରେ ଲେଖା କାହାଣୀ ଟିଏ
ନିରୋଳା ରେ ପଢିବାକୁ ଇଚ୍ଛା ଭାରି ହୁଏ
ସ୍ମୃତି ସତେ ତୁମେ..
ଫଗୁଣର ଫଗୁ ବର୍ଷା ଵୈଶାଖିର ତାତି
ଫିକା ଫିକା ଜହ୍ନ ରାତି...
ତୋଫା ଚାନ୍ଦିନୀ ରେ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ