ଲୋଡ୍ ହେଉଛି…
ଲୋଡ୍ ହେଉଛି…
ସ୍ମୃତି - ଡ଼ ସ୍ୱର୍ଣ୍ଣଲତା ଲେଙ୍କା | ମୋ କଲମ
ମୋ କଲମ
ଲେଖକ
କବିତା
ଗଳ୍ପ
ପ୍ରବନ୍ଧ
ପୁସ୍ତକ
ଲଗ୍ ଇନ୍
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ସ୍ମୃତି
ଡ଼ ସ୍ୱର୍ଣ୍ଣଲତା ଲେଙ୍କାଙ୍କ ଶୃଙ୍ଖଳା · ୫୯ ଭାଗ
ଭାଗ ୧
ସ୍ମୃତି
ସ୍ମୃତି ସେତ ହଜିଯାଇଥିବା ଅତିତର ମିଠା ମିଠା ପ୍ରିତି। କେବେ ଦିଏ ପ୍ରତାରଣା ପୁଣି କେବେ ଥାଏ କୋହ ରେ ଭର୍ତ୍ତି... ପୁଣି କେବେ କରେ ପ୍ରିତି ରେ ମସଗୁଲ.... ଦିଏ ପୁଣି ମନରେ ବ୍ୟାକୁଳତା ସ୍ଥିତି। ସ୍ମୃତି,ସେ ତ ଅଲିଭା ଅବୁଝା ପ୍ରିତି.... ଗାଏ ସେ ତ ଜୀବନ ର ଛନ୍ଦ ହୀନ ଗିତି। ସେ ତ ହୃଦୟ ର ସ୍ପନ୍ଦନ ଆଉ ଜ୍ୱଳନର ସ୍ଥିତି କେବେ ଭୂଲି ହୁଏ ପୁଣି କେବେ ଭୂଲି ହୁଏନା। ଦିନ କରୁ ଧିମା ଧିମା ରାତି କରୁ ରଙ୍ଗିନ୍…
କବିତା · ୧ ମିନିଟ୍ ପଢ଼ା
ମାଗଣା
ଭାଗ ୨
ସ୍ମୃତି
ସ୍ମୃତି ୫ ସ୍ମୃତି ତୁମେ ଏ ଜୀବନ ର ଗୀତଟିଏ ଗୁଣୁଗୁଣୁ ଯିଏ ଛାତି ତଳେ ହେଉଥାଏ ସ୍ମୃତି ତୁମେ ଅଲିଭା ଦାଗଟିଏ ଦେଖାଯାଅନି,ହୃଦୟ ରେ ବଡ଼ କ୍ଷତଟିଏ ସ୍ମୃତି ତୁମେ ମୋ ସୁନା ଝରା ଅତିତ ସୋରିଷ ଫୁଲ ର କ୍ଷେତ ସ୍ମୁତି ତୁମେ ମୋ ଵାଲ୍ୟ ଜୀବନ ସଢେଇ ଖେଳ ସିଲଟ ଖଡ଼ି ପିଲା ବେଳର ସ୍ମୃତି ତୁମେ କିଶୋରୀ ଟିଏ ଏମନର ଵୋହୁଚୋରି ଖେଳ ବହି ବସ୍ତାନି ସାଙ୍ଗ ସାଥି ମେଳ ଜୀବନର ସ୍ମୃତି ତୁମେ, ତୁମେ ମୋର ଯୈ।ବନ…
କବିତା · ୧ ମିନିଟ୍ ପଢ଼ା
ମାଗଣା
ଭାଗ ୩
ସ୍ମୃତି
ସ୍ମୃତି ୬ ସ୍ମୃତି ତୁମେ ଲାଲ ଗୋଲାପ ଟିଏ ବହି ପୃଷ୍ଠାରେ ମଉଳା ପାଖୁଡ଼ା ଯିଏ ସ୍ମୃତି ତୁମେ ଭିଜା ଭିଜା ଅତିତଟିଏ ଦେଖିବାକୁ ଆଉ ଥରେ ଇଛା ହୁଏ ସ୍ମୃତି ତୁମେ କୋମଳ ପରଶ ଟିଏ ଚୁପି ଚୁପି ହୃଦୟେ ପାଦ ଥାପେ ଯିଏ ସ୍ମୃତି ତୁମେ ଛାତିର ସୁନ୍ଦର ଦରଜ ଟିଏ ସ୍ମୃତି ତୁମକୁ କେବେ କିଏ ଭୂଲି ନ ଥାଏ ସ୍ମୃତି ଅତିତର ଘଟିଥିବା କଥା ଟିଏ ସ୍ମୃତି ଧୀରେ ଧୀରେ ଜାଳୁଥାଏ ଯିଏ ସ୍ମୃତି ତୁମେ ଉଦୁଉଦିଆ ଖରା ବେଳେ ସ୍ମୃତି ତୁମେ…
କବିତା · ୧ ମିନିଟ୍ ପଢ଼ା
ଭାଗ ୪
ସ୍ମୃତି
ସ୍ମୃତି..୭ ସ୍ମୁତି ତୁମେ ମନର ଏମିତି ଝଲକ ଟିଏ... ଚପଳା ପରି ଆସି ଫେରିଯାଏ ଯିଏ ସ୍ମୃତି ତୁମେ ଜୀବନର ପ୍ରଚ୍ଛଦପଟ ର କାହାଣୀ ଅତିତ କୁ ଵାନ୍ଧି ଆଣ ପୁଣି.. ସ୍ମୃତି ତୁମେ ଏମିତି ସୁନ୍ଦରୀ ଆଖି ପଲକର ସରୁ କଜ୍ଜଳ ଗାର ପରି ସ୍ମୁତି ତୁମେ ଏମିତି ଜାଵୋଡି ଧର ସତେ ପ୍ରେମିକ
ଗଳ୍ପ · ୧ ମିନିଟ୍ ପଢ଼ା
ଭାଗ ୫
ସ୍ମୃତି
ସ୍ମୃତି ୮ ସ୍ମୃତି ତୁମେ ଆସ ନିତି ନିତି ଏଇ ନିଛାଟିଆ ଖରାବେଳେ ନିର୍ ଧୁମ୍ ତାତିରେ.… ଟିକେ ଆଖି ବନ୍ଦ ବେଳେ ଛାଇ ନିଦରେ ମୁଁ ଘୁମାଉ ଥିବା ବେଳେ..
କବିତା · ୧ ମିନିଟ୍ ପଢ଼ା
ଭାଗ ୬
ସ୍ମୃତି
ସ୍ମୃତି ୯ ସ୍ମୃତି ସାଉଁଟା ଫଗୁଣ ଟିଏ ନିତି ଆସି ଛୁଇଁ ଦିଏ ସ୍ମୃତି ମନର ଆବେଗ ଟିଏ ନିତି ଭିଡିଧରେ ଯିଏ.. ସ୍ମୃତି ଛାତି ତଳର କଥା ନୀରବ ମନର ବ୍ୟଥା ସ୍ମୃତି ଅତିତର ଦୁଃଖ ସୁଖ ଟିଏ ସବୁ ସହି ବାର ଧୈର୍ଯ୍ୟ ଦିଏ କେଵେ କିଛି ମନେ ପକାଏ ମନ ଇଛା କନ୍ଦାଇ ଥାଏ ସ୍ମୃତି କେବେ କିଛି ମିଠା କଥା କୁହେ ହସ ଆପେ ଆପେ ଓଠ ଛୁଇଁଯାଏ... ସ୍ମୃତି ଭିଜାଏ ଝିପ ଝିପ୍ ବର୍ଷା ରେ ପୁଣି ଶୁଖାଏ ବୈଶାଖ ଖରାରେ ତାକୁ କେହି…
କବିତା · ୧ ମିନିଟ୍ ପଢ଼ା
ଭାଗ ୭
ସ୍ମୃତି
ସ୍ମୃତି...୧୦ ସ୍ମୃତି ତୁମେ କାଗଜର ଡଙ୍ଗା ଟିଏ ଯିଏ ଓଳି ପାଣିରେ ଭାସିଯାଏ ସ୍ମୃତି ତୁମେ ଉଦାସିଆ କଇଁ ଟିଏ ଯିଏ ପ୍ରେମରେ ଭିଜି ଭିଜି ଚାହିଁ ଥାଏ ସ୍ମୃତି ତୁମେ ପାହାଡି ଝରଣା ଟିଏ ଯିଏ ତୃଷ୍ଣା ହଟାଇ ତୃପ୍ତି ମନେଦିଏ ସ୍ମୃତି ତୁମେ ରଙ୍ଗ ର ଚଢ଼େଇ ଟିଏ ଯିଏ ମନେ ଢେଣା ଝାଡି ଉଡିଯାଏ ସ୍ମୃତି ତୁମେ ମୋ ହୃଦୟ ର ସାଥୀ ଟିଏ ଯିଏ ମୋ ସାଥେ ସବୁଠି ଖେଳୁଥାଏ ସ୍ମୃତି ତୁମେ ମନର ଅଲିଭା ଡାଏରୀ ଟିଏ ତାକୁ ପଢିବେନି ତୁମ ମୋ…
କବିତା · ୧ ମିନିଟ୍ ପଢ଼ା
ଭାଗ ୮
ସ୍ମୃତି
ସ୍ମୃତି .......୧୧ କାଲି ଆସି.... ଦେଲୁ କେତେ ଲୁହ ଢାଳି ଉପାସରେ ରହିଗଲି ରାତି ସାରା ସେ ଲୁହ ପିଇ ସାରି.. ଇଛା ନାହିଁ ଆଉ କିଛି ଭାବିବାକୁ ଇଛା ମୋର ଶୋଇ ଯିବି ଆଖି ବୁଜି ଯାଅ ଫେରି... ମୋର କିଛି ମନେ ପକାଇବାକୁ ଇଛା ନାହିଁ.. କି ଭେଦିବାକୁ ମନ ନାହିଁ ସ୍ମୃତି ରେ ସେ ସ୍ମୃତି ନଈ କୂଳେ ବୁଲିବାକୁ ମନ ନାହିଁ ଆଜି କାହିଁ ଭାରି ଉଦାସ ମନ ଲାଗେ ହଜାଇ ଦେଇଛି କିଛି ଅଜଣାତେ…
କବିତା · ୧ ମିନିଟ୍ ପଢ଼ା
ଭାଗ ୯
ସ୍ମୃତି
ସ୍ମୃତି...୧୨ ତୁମେ ମୋ ମା'ର ପଣତ କାନି ସ୍ମୃତି ତୁମେ ଅତିତର ଠୁକୁଠୁକୁ ମା ହାତ ଧରା ଚାଲି.. ସ୍ମୃତି ତୁମେ ମୋର ଅଳି ଅଝଟିଆ ଗୁଣ ସ୍ମୃତି ତୁମେ ମୋ ମା'ର ମିଠା ଗେଲ ସ୍ମୁତି ତୁମେ ମୋ ମା ର କଅଁଳ ଡାକ ସ୍ମୃତି ତୁମେ ମୋ ମା'ର ଆଉଁସା ହାତ ସ୍ମୁତି ତୁମେ ମୋ ପିଲା ଦିନର କଥାଟିଏ ଯିଏ ଆଜି ଭାରି ମନେ ପଡିଯାଏ ସ୍ମୁତି ତୁମେ ଭିଜା ଭିଜା ଅତିତଟିଏ ଯିଏ ଆଜି ଲୁହରେ ଭିଜେଇ ଦିଏ ସ୍ମୃତି ତୁମେ ମୋ…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୦
ସ୍ମୃତି
ସ୍ମୃତି ...୧୪ ସ୍ମୃତି ତୁମେ ପ୍ରଜାପତି ର ପ୍ରେମ ପରି ସ୍ମୃତି ତୁମେ ଦିଅ ମିଠା ଦଂଶନ ଭାରି ସ୍ମୃତି ତୁମେ ବାସ ଫୁଲର ପାଖୁଡ଼ା ପରି ସଦା ଭୁରୁ ଭୁରୁ ବାସ ଦେଉଥାଏ ଭରି ସ୍ମୃତି ତୁମେ ମୋ ପହିଲି ପ୍ରେମର ଛୁଆଁ ସ୍ମୃତି ତୁମେ ଚାହାଣି ରେ ମନ ଦିଆ ନିଆ ସ୍ମୃତି ତୁମେ ମିଳନର ଗୁଣୁଗୁଣୁ ସୂରଟିଏ ସ୍ମୃତି ତୁମେ ଲୁଚି ଯାଇଥିବା ପ୍ରେମଟିଏ ସ୍ମୃତି ତୁମେ ପ୍ରେମିକା ଛାତିର ଚିତ୍ର ଟିଏ ସ୍ମୃତି ତୁମେ ସବୁ ଆଖିତଳର ଇଛାଟିଏ ସ୍ମୃତି ତୁମେ…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୧
ସ୍ମୃତି
ସ୍ମୃତି...୧୬ ସ୍ମୃତି ଆସନି ତୁମେ ଏଇ ମୁହଁ ସଞ୍ଜ ବେଳେ.... ଝାପସା ଝାପସା ଆଲୁଅ ରେ ଏଇ ଗୋଧୂଳି ଵେଳାରେ... ସେଦିନ ଏଇ ଗୋଧୂଳି ଵେଳାରେ... ନିଛାଟିଆ ରାସ୍ତା ରେ କିଛି ଚୁପ୍ ଚାପ୍ କଥା ଆଜିଵି ମନେ ପଡେ .... ଭାରି ଡର ଲାଗେ ମୋତେ.. ଏଇ ମୁହଁ ସଞ୍ଜ ବେଳେ ... କିଛି ଶବ୍ଦ ହେଲେ... ଲାଗେ କିଏ ପଛ ପଟୁ ଭିଡ଼ି ଧରେ ମୋତେ... କାହାର ସ୍ପର୍ଶ ରେ ମନ ଚହଲି ଯାଏ ହୃଦୟ ବ୍ୟାକୂଳ ହୋଇ…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୨
ସ୍ମୃତି
ସ୍ମୃତି ୧୮ ସ୍ମୃତି ଅଛୁ ତୁ ମନେ ଖେଳୁଛୁ ମୋ ଅଗଣା ରେ କାଲି ପରି ଲାଗେ ତୁ ଥିଲୁ ସାଥୀ ରେ.. ଆଜି ତୋ କଥା ଭାରି ମନେ ପଡେ.. ସତରେ ଭାରି ମନେ ପଡେ...। ସ୍ମୃତି ତୁ ଭିଜାଉ ଆଷାଢ଼ର ମେଘ ପରି ପୁଣି ହସାଉ ଫଗୁଣ ର ଫୁଲ ପରି ଖେଳାଉ ତୁ ପଟାର ଦୋଳି ଯାଉ ଥରେ ଆଗକୁ ଆସୁ ପୁଣି ପଛକୁ ଫେରି ଜୀବନର ଏହି ଦୋଳି ଖେଳରେ ମୁଁ କେବେ ଝୁଲେ ସୁଖର ଦୋଳିରେ ପୁଣି କେବେ ଦୁଃଖ ର…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୩
ସ୍ମୃତି
ସ୍ମୃତି.୧୯🌹♥️🌹💛🌹❤️ ସ୍ମୃତି ତୁ ସେ ଅଭୂଲା ପ୍ରିତି... ସ୍ମୃତି ତୁ ଗାଉ ଅତିତର ଗୀତି ସ୍ମୃତି ତୁ ଅଧୁରା ପ୍ରେମ କାହାଣୀ ସ୍ମୃତି ତୁ ଅଧୁରା ବାପାର ମମତା ପୁଣି ସ୍ମୁତି ତୁ ସାଙ୍ଗ ର କିଛି ଲୁଚା କଥା ସ୍ମୃତି ତୁ ଵିରହି ମନରେ ବ୍ୟଥା ସ୍ମୃତି ତୁ ମୋର ଏଣୁତେଣୁ କିଛି କଥା ସ୍ମୁତି ତୁ ମୋ ଭାବନା ର ନୀରବତା ସ୍ମୃତି ତୁ ମୋ ବାପାର ମିଠା ଡାକରେ ସ୍ମୁତି ତୁ ମୋ ମା'ର
ଗଳ୍ପ · ୧ ମିନିଟ୍ ପଢ଼ା
ଭାଗ ୧୪
ସ୍ମୃତି
ସ୍ମୃତି ୨୦ ସ୍ମୃତି ତୁ ପାହାନ୍ତି ଭାଵନାରେ ନିତି ସ୍ମୃତି ତୁ ତ କେବେ ବିରହ ତାତି କେବେ ଫଗୁଣ ର ଚୋରା ଚଇତି କେବେ ଆଷାଢ଼ର ପହିଲି ଛୁଆଁ ପୁଣି କେବେ ଛାତି ତଳେରେ ନିଆଁ କେବେଫଗୁଣର ଫଗୁ ଫଗୁ ଅବିର ପୁଣି କେବେ ଭିଜା ଭିଜା ଶ୍ରାବଣ କେବେ ଅଳସୀ ନଦୀର ଵନ୍ୟାଟିଏ କେବେ ରଙ୍ଗ ନ ଥିବା ଫିକା ମନ ଟିଏ କେବେ ଫେରିଆସିବା ଖୁସି ଟିଏ କେବେ ହସାଉ ଫୁଲର ପସରା ପରି କେଵେ ଡୁବାଉ ଚକା ଭଉଁରୀ ପରି କେବେ ଜାଳୁ ଦାଉ…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୫
ସ୍ମୃତି ୨୧
ସ୍ମୃତି ୨୧....♥️ ସ୍ମୃତି ତୁମେ ସତରେ ଭାରି ଦୁଷ୍ଟ ମଧୁମକ୍ଷୀ ଟିଏ.... ଚୁପି ଚୁପି ଆସି କୋମଳ ସ୍ପର୍ଶରେ କଷ୍ଟ ଦିଏ ଯିଏ.. ଯାଇଛି ଅତିତ ହଜିଛି ସେସଵୁ କଥା ପୁଣି କାହିଁ ଆସି ମନେ ଦିଅ ତୁମେ ଵ୍ୟଥା ଭାରି କଷ୍ଟ ହୁଏ ଯେବେ ମନେ ତୁମେ ଆସ ମୁଁ ଫେରି ଯାଏ ତୁମ ସାଥେ ଝୁରେ ମୋ ଅତିତ ଏଇ ଗୋଧୂଳି ସନ୍ଧ୍ୟା ରେ ତୁମେ ଆସିଗଲ ଟାଣି ନେଇ ମନକୁ ମୋ ହଜିଲା ଦିନ ପାଖେ ରଖିଦେଲ.. ମନେ ପଡେ ସେଦିନ ର ସେ ଗୋ…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୬
ସ୍ମୁତି
ସ୍ମୁତି ୨୩ ଏକା ଏକା ଭାରି ଏକା ଏ ଜୀବନ ଟା ଖାଲି ଆଖି ଆଗେ ନାଚେସେ ସ୍ମୃତି ଟା ଏକା ଏକା ଭାବେ ସାଥୀ ସେଇ କଥା ଭାରି ଭଲ ଲାଗେ ଚାରିପାଖ ନୀରବତା
କବିତା · ୧ ମିନିଟ୍ ପଢ଼ା
ଭାଗ ୧୭
ସ୍ମୃତି
ସ୍ମୃତି .୨୫💔💔💔💔💔 ସ୍ମୃତି କାହିଁ ଯେ ଆସୁ ନିତି ନିତି ମନରେ ଭରୁ ଖାଲି ଅସହ୍ୟତାତି ସ୍ମୃତି ତୁ ଏମିତି ଜାଳୁଛୁ ନିତି ନିତି କହ ମୁଁ ବଞ୍ଚିବି ଆଗକୁ କେମିତି..
କବିତା · ୧ ମିନିଟ୍ ପଢ଼ା
ଭାଗ ୧୯
ସ୍ମୃତି
ସ୍ମୃତି ୨୮♥️🌹 ବିଦଗ୍ଧ ଅତିତ...! ହେ ସ୍ମୃତି ତୁମେ ଆସନି ଏମିତି କରନି ମନକୁ ମୋର ହଲ୍ ଚଲ ଏହି ଜୀବନର ନିର୍ ଧୁମ ଖରାବେଳେ ଧୁ ଧୁ ଜଳିଯାଉଥିବା ସଂସାର ଜଞ୍ଜାଳ ଭିତରରେ ମୁଁ ଯେ ଅର୍ଦ୍ଧ ଦଗ୍ଧ....... ୧
କବିତା · ୧ ମିନିଟ୍ ପଢ଼ା
ଭାଗ ୨୧
ସ୍ମୃତି
ସ୍ମୃତି ୩୨ ଏହି ଶ୍ରାବଣ ଭିଜା ସକାଳେ କାହିଁ ତୁ ଆସୁ ସ୍ମୃତି ରେ... ଭାରି ଅବୁଝା ମନ ମୋର ଚାଲି ଯାଏ କାହିଁ କେତେ ଦୂର।
କବିତା · ୧ ମିନିଟ୍ ପଢ଼ା
ଭାଗ ୨୨
ସ୍ମୃତି
ସ୍ମୃତି...୩୨ କେତେ ଵଦଳିଯାଇଛ ତୁମେ....
କବିତା · ୧ ମିନିଟ୍ ପଢ଼ା
ଭାଗ ୨୩
ସ୍ମୃତି
ସ୍ମୃତି..33 ଅଭିମାନୀ ମନ ତଳେ ଦିକ୍ ଦିକ୍ ଜଳୁ ନିତି ସ୍ମୃତି ଖିନ୍ ଭିନ୍ନ କରେ ଛାତି ସ୍ମୃତି ହୃଦୟ ର ସୁଖ ଦୁଃଖ ଅନୁଭୂତି ସ୍ମୃତି କୋଣ ଅନୁକୋଣେ ବିରହ ପ୍ରେମ ର ଗୀତି ସ୍ମୃତି ଭଙ୍ଗା ଗଢା ଜୀବନର ଏକ କାହାଣୀ ସ୍ମୃତି ପୃଷ୍ଠାଟିଏ କିଛି ଲେଖା ମନର ଡାଏରୀ ସ୍ମୃତି ହୃଦୟ ର କିଛି କଥା ସ୍ମୃତି ମନ କାନ୍ ଭାସ ର ଛବି ସ୍ମୃତି ଦିନ ସରେ ଅତିତ କୁ ଭାବି ସ୍ମୃତି କାଲିର କିଛି କିଛି କଥା ସ୍ମୃତି ହୋଇ ଆଜି ଦିଏ ଵ୍ୟଥା ସ୍ମୃତି…
କବିତା · ୧ ମିନିଟ୍ ପଢ଼ା
ଭାଗ ୨୪
ସ୍ମୃତି
ସ୍ମୃତି ..୩୪ ସ୍ମୃତି ମୁଁ ଭୂଲି ଯିବି ତୁମକୁ ଅତିତ କୁ ପୋଛି ଦେବି ମନୁ ବର୍ତ୍ତମାନ କୁ ନେଇ ବଞ୍ଚି ଯିବି ଭଲ ହେବ ଆଖିର କ୍ଷେତରେ ମୁଠା ମୁଠା ସପନ ଵୁଣିଦେଵି ସେ ଫସଲ କୁ ଦେଖି ହସି ହସି ବଞ୍ଚି ଯିବି...ତିଳ ତିଳ ଜଳି ମରିବା ଅପେକ୍ଷା ଆଶାର ସୈ।ଧ ଟିଏ ଗଢ଼ିବା ଶ୍ରେୟସ୍କର.. କାହିଁକି ଜାଣିଛ.! ତୁମେ ଅଵାସ୍ତଵ କୁହେଳିଆ .. ମରିଚିକା ଆଉ ରାତି ତମାମ ମୁଁ ନିତି ନିତି…
କବିତା · ୧ ମିନିଟ୍ ପଢ଼ା
ଭାଗ ୨୫
ସ୍ମୃତି
ସ୍ମୃତି ୩୪ ସ୍ମୃତି ତୁମେ ..! ସାଗର କୂଳେ ସନ୍ଧ୍ୟାର ମୋ ଓଦା ପାଦ ଚିହ୍ନ କୁଆଁରୀ ଆଖିର କୁଆଁର ପୂନେଇ ଜହ୍ନ.... ତୁମେ ମନ ଅଗଣାର ଝରା ସେ ଗୋଲାପ ଫୁଲ.. ଦେଇ ହୁଏନା ଯା,ର ମୂଲ
କବିତା · ୧ ମିନିଟ୍ ପଢ଼ା
ଭାଗ ୨୬
ସ୍ମୃତି
ସ୍ମୃତି ...୩୬ ସ୍ମୃତି ଆସନି ଗୋ ଏ ଓଦା ସର ସର ଦେହେ.. ଏ ଦେହ ପରା ମାରା ମୋର ଧାରା ଶ୍ରାବଣୀ ଛୁଆଁ ରେ ମନା କରୁ କରୁ ଛୁଇଁ ଦେଲା... ମନ ଇଛା ଭିଜାଇଲା... ତୁମକୁ ସେ ଡାକିଦେଲା... ଓଃ ମନେ ପଡିଗଲା ..... ସେଇ ପହିଲି ଶ୍ରାବଣୀ ଛୁଆଁ ସାଥି ତୁମ ସାଥେ ଜଳୁଥିଲା ଦେହେ ନିଆଁ.... ଭିଜିଥିଲେ ମନ ଇଛା.. ଲାଗୁଥିଲା ଜୀବନ ନୂଆ ନୂଆ…
କବିତା · ୧ ମିନିଟ୍ ପଢ଼ା
ଭାଗ ୨୭
ସ୍ମୃତି
ସ୍ମୃତି..୩୭ ସ୍ମୃତି ହୋଇ ରହିଗଲୁ ତୁ ମୋର ଅଧା ଲେଖା ଚିଠି ଦେଇ ପାରିଲି ସିନା ଆଜିଯାଏ ହୃଦୟେ ରଖିଛି ସାଇତି....
କବିତା · ୧ ମିନିଟ୍ ପଢ଼ା
ଭାଗ ୨୮
ସ୍ମୃତି
ସ୍ମୃତି..୩୭ ସେ ତ ମୋତେ ଭୂଲି ସାରିଲାଣି ତା ମନରୁ ଆମ ସ୍ମୃତି ପୋଛି ଦେଲାଣି ମୁଁ ଆଉ ଜରୁରୀ ନୁହେଁ ତା ଜୀବନରେ ସବୁ କଥା ସ୍ମୃତି ହୋଇ ଥାଉ ହୃଦୟ ର ନିବୃତ କୋଠରିରେ... ମନେ ପକାଇ ଲାଭ ନାହିଁ... ସେ ତ ଭୂଲି ସାରିଛି .. ମୁଁ ବି .... ଏବେ ଖାଲି ସ୍ମୃତି ତା ମୋ ମଝିରେ କିଛି ସ୍ମୃତି... ସ୍ୱର୍ଣ୍ଣ
କବିତା · ୧ ମିନିଟ୍ ପଢ଼ା
ଭାଗ ୨୯
ସ୍ମୃତି
ସ୍ମୃତି...୩୮ ଭାବୁଛି ଅନେକ କିଛି ଲେଖି ତ ପାରେନାହିଁ ସଵୁ ଭାବନା ରେ ତୁମକୁ ଭେଟୁଛି ସାଥୀ ମୁହିଁ ସ୍ମୃତି ତୁମେ ରହିଛ ମୋପାଖେ ଛାଇଟେ ହୋଇ ଟିକେ ଆଖି ଖୋଲିଲେ ଆସୁଛ ତୁମେ ପରା ଧାଇଁ
କବିତା · ୧ ମିନିଟ୍ ପଢ଼ା
ଭାଗ ୩୦
ସ୍ମୃତି
ସ୍ମୃତି ୩୯ ଏହି କିଟିମିଟି ଅନ୍ଧାର ରେ କିଏ ଗୋ ତୁମେ ଲାଗ ଭାରି ନିଜର ନିଜର ନିଃଶବ୍ଦ ରେ ଆସିଯାଅ ଚୁପିଚୁପି ଦିଅ ମୃଦୁ ସ୍ପର୍ଶ
କବିତା · ୧ ମିନିଟ୍ ପଢ଼ା
ଭାଗ ୩୧
ସ୍ମୃତି
ସ୍ମୃତି ୪୦ ସ୍ମୃତି ତୀରେ ଵସି ମୁହିଁ ଖୋଜୁଛି ତୁମକୁ ..... ଭୂଲି ନାହିଁ ସାଥୀ ମୁହିଁ ଆମରି ପ୍ରୀତି କୁ...
କବିତା · ୧ ମିନିଟ୍ ପଢ଼ା
ଭାଗ ୩୨
ସ୍ମୃତି
ସ୍ମୃତି ...୪୦ ଭୂଲି ହୁଏ ନାହିଁ ସାଥୀ ତୁମେ ଯେ ଅଭୂଲା ସ୍ମୃତି ହୃଦୟରେ ଅଲିଭା ଗାର କାଲି ଆସିଥିଲ ହୃଦୟ କୁ ହୋଇ ମୋର ଅତି ଆପଣାର।
କବିତା · ୧ ମିନିଟ୍ ପଢ଼ା
ଭାଗ ୩୩
ସ୍ମୃତି
ସ୍ମୃତି ୪୨ ସ୍ମୃତି ରେ ଭିଜି ବାକୁ ଇଛା ବୋଲି ତୁମକୁ ଭାବୁଛି ନିତି... ଆସୁ ପଛେ କୋହ ଦେଉଛି ହୃଦୟେ ଚାପି ସ୍ମୃତି ତୀରେ ଵସି ଶୁଣିବାକୁ ଭଲ ଲାଗେ ଜୀବନ ସଙ୍ଗୀତ ଗାଇବାକୁ ଭଲ ଲାଗେ ଵିରର ଗୀତ ହଜିବାକୁ ଭଲ ଲାଗେ ତୁମ ସପନରେ ଭିଜି ବାକୁ ଭଲ ଲାଗେ ନିଜ ଆଖି ଲୁହରେ ଶିରି ଶିରି ସକାଳ ଛୁଆଁ ରେ ସ୍ମୃତି ଛୁଇଁ ଦିଏ ତୁମ କଥା ଭାବିଭାବି ଦେହ ଶୀତେଇ ଯାଏ ଜୀବନ ଆଣି ଛାଡିଦେଲା ଅଫେରା ବାଟରେ ତଥାପି…
କବିତା · ୧ ମିନିଟ୍ ପଢ଼ା
ଭାଗ ୩୪
ସ୍ମୃତି
ସ୍ମୃତି...୪୪ କାଲି କଥା ଆଜିପରା ସ୍ମୃତି ମୋ ପାଇଁ କିଛି ତ ଅନୁଭୂତି ଵେଦରଦୀ ବନ୍ଧୁ ତୁମେ ମୋର! କାଲି ଥିଲ ଭାରି ଆପଣାର ଆସିଥିଲ ଛଳନା ରେ କରିଥିଲ ମନେ ଘର... ମିଠା ମିଠା କଥାରେ କିଣିଥିଲ ମନ ଗଢିଥିଲ ସ୍ୱପ୍ନ ର ଏକ ତାଜମହଲ ଏତେ ଛଳନା ମନେ ରେ ତୁମ ବାନ୍ଧି ଥିଲା ବୁଢିଆଣୀ ବସା.. ସଂସାରରେ କରିଦେଲ ତୁମେ ପ୍ରତାରିତା ସ୍ମୃତି ତୀରେ ଛାଡିଦେଲ ଭାବନାରେ ମୋତେ ଆଜି ଜାଣିଲି ତୁମେ…
କବିତା · ୧ ମିନିଟ୍ ପଢ଼ା
ଭାଗ ୩୫
ସ୍ମୃତି
ସ୍ମୃତି ୪୬ ସ୍ମୃତି ତୁମେ ...! ସ୍ମୃତି ତୁମେ ଏ ମନ ବଗିଚାର ଝରା ରଜନୀ ଗନ୍ଧା ଫୁଲ ଟିଏ.. ମହମହ ଵାସୁ ଥାଏ ଯିଏ..
କବିତା · ୧ ମିନିଟ୍ ପଢ଼ା
ଭାଗ ୩୬
ସ୍ମୃତି
ସ୍ମୃତି ୪୭ ସ୍ମୃତି ତୁମେ.. ଅଲେଖା ଡାଇରିଟିଏ ହୃଦୟ ରେ ଥାଏ ଯିଏ..
କବିତା · ୧ ମିନିଟ୍ ପଢ଼ା
ଭାଗ ୩୭
ସ୍ମୃତି
ସ୍ମୃତି . ୪୮ ମନ ଅଗଣାରେ... ସ୍ମୃତି ର ବର୍ଷା ପଡେ ଝିପ୍ ଝିପ୍... ସ୍ମୃତି ରେ ମୁଁ ଗଲି ଭିଜି ତୁମ ସାଥେ ଗଲି ହଜି ଜାଣି ପାରେନା ଆଉ କିଛି ସମୟ ଏବେ କେଉଁ ଟି ଅଛି ମୁଁ ଏବେ ସ୍ମୃତି ତୀରେ ସେଇ କାଶତଣ୍ଡି ଧାରେ ଧାରେ ବାଉଳ ପବନ ସାଥେ.. ଖୋଜେ ମନ ଜଣେ.. ତୁମେ ସେ ସ୍ମୃତି ର ନାୟକ ଆସି ଧରା ଦିଅ ଥରେ ମନ ହେଲେ ତୁମ ପାଶେ ଏଇ ନିଛାଟିଆ ସମୟରେ ଆଖି ଖୋଜେ…
କବିତା · ୧ ମିନିଟ୍ ପଢ଼ା
ଭାଗ ୩୮
ସ୍ମୃତି ୪୯
ସ୍ମୃତି ୪୯.. ଜମା ଭଲ ଲାଗେନା ଏ ମେଘୁଆ ଆକାଶ ଏ ମୁହଁ ସଞ୍ଜ ବେଳ.. କାହିଁକି କେଜାଣି କିଛି କଥା ଦିଏ ହୃଦୟେ ମୃଦୁ କମ୍ପନ.... ଅତିତ ସେ ତ ହଜିଯାଏ କେବେଠୁ କେଉଁଠି ସମୟର ସ୍ରୋତ ରେ.. କିଛି କିଛି କଥା ସିନା ରହିଯାଏ ଅଲିଭା ହୋଇ ଏ ଛାତି ତଳରେ ... ମନ ଆକାଶ ରେ ଅଦିନିଆ ଚାନ୍ଦ ବେଳେ ବେଳେ ଉଇଁ ଥାଏ.. ସ୍ମୃତି ଫୁଲ ହୋଇ କେବେ କେବେ ଫୁଟିଥାଏ ମହମହ ବାସେ ଅତିତ ଟା…
କବିତା · ୧ ମିନିଟ୍ ପଢ଼ା
ଭାଗ ୩୯
ସ୍ମୃତି
ସ୍ମୃତି...୫୨ ସ୍ମୁତି ତୁମେ ଆସିଗଲ ଏଇ ବର୍ଷା ଛିଟାରେ... ସେ ବର୍ଷା ଏ ବର୍ଷା କେତେ ତଫାତ ଏ ଜୀବନେ.... ଆଜି ଲାଗେ ଭାରି ଉଦାସ ଏ ବର୍ଷା ରାତିରେ.... ମନେ ପଡେ କେତେ କଥା ସ୍ମୃତି ତାଲିକାରେ .. ଉଦାସ ମନରେ ତୋଳେ ବିରହ ରାଗିଣୀ.. ସ୍ମୃତି ତୁମେ ଆସିଗଲ ପୁଣି... ହଜିଲା ଅତିତ ମନେ ପଡିଯାଏ ହଜିଲା ସ୍ମୃତି ପୁଣି ଫେରିଆସେ... ଚୁଲ୍ ବୁଲ୍ ମନେ ସେ ବର୍ଷା ଇନ୍ଦ୍ର ଧନୁ ମନେ ଆଙ୍କୁଥିଲା.. ସପ୍ତ ରଙ୍ଗେ…
କବିତା · ୧ ମିନିଟ୍ ପଢ଼ା
ଭାଗ ୪୦
ସ୍ମୃତି
ସ୍ମୃତି ୫୪ ସକାଳୁ ଉଠି ଦେଖିଲି ଆଜି ମୋ ମନ ଅଗଣାରେ କେତେ ସ୍ମୃତି ଫୁଲ ଫୁଟିଛି.... ତୋଳିବାକୁ ଇଛା ହେଲା ଭାରି ଭାବିଲି କେଉଁ ଫୁଲ ତୋଳିଵି ବୋଲି..।
କବିତା · ୧ ମିନିଟ୍ ପଢ଼ା
ଭାଗ ୪୧
ସ୍ମୃତି
ସ୍ମୃତି..୫୫ ସ୍ମୃତି ତୁମେ ଫୁଙ୍ଗୁଳା ଅତିତ ମୋର ଶିଶିର ଟୋପା ଘାସ ଗାଲିଚା ର...
କବିତା · ୧ ମିନିଟ୍ ପଢ଼ା
ଭାଗ ୪୨
ସ୍ମୃତି
ସ୍ମୃତି ...୫୬ ସ୍ମୃତି ତୁମେ..ଭାରି ବେଦରଦୀ କିଛି ବୁଝ ନାହିଁ ....
କବିତା · ୧ ମିନିଟ୍ ପଢ଼ା
ଭାଗ ୪୩
ସ୍ମୃତି
ସ୍ମୃତି ୫୭ କେତେ ମୁଁ ତୋଳି ବି ସ୍ମୃତି ଫୁଲ ସବୁ ସେ ପରା ଶୀତୁଆ ସକାଳ ଗଙ୍ଗଶିଉଳି... ଗୋଟାଇ ଆଣିଲେ ଵାସି ହେଉ ପଛେ ମହମହ ବାସ ରେ ଥାଏ ଭରି..
କବିତା · ୧ ମିନିଟ୍ ପଢ଼ା
ଭାଗ ୪୪
ସ୍ମୃତି
ସ୍ମୃତି....୫୮ ସ୍ମୃତି ତୁମେ... ଶୀତ ସକାଳର କୁହୁଡ଼ି ଚାଦର ପରି ସକାଳୁ ସକାଳୁ ଜାବୋଡି ଧର ଭାରି
କବିତା · ୧ ମିନିଟ୍ ପଢ଼ା
ଭାଗ ୪୫
ସ୍ମୃତି ୬୦
ସ୍ମୃତି ୬୦.... ସ୍ମୃତି ର ଫଗୁଣ ମନେ ପଡେ.. ଏଇ ଶୀତ ଥରଥର ମନେ...
କବିତା · ୧ ମିନିଟ୍ ପଢ଼ା
ଭାଗ ୪୬
ସ୍ମୃତି ୬୧
ସ୍ମୃତି ୬୧..... ସ୍ମୃତି ଫୁଲ ସାଉଁଟି ପାରେନା ଆଉ ଶେଫାଳୀ ପରି ସେ ରାତିରେ ଝରିଯାଉ .... ଭିଜି ଯାଉ ଶେଫାଳୀ ଭିଜିଲା ପରି କୁହୁଡ଼ି କାକରରେ... ମରିଯାଉ ମନ ସ୍ମୃତି ହଜିଯାଉ ହୃଦୟ ଭିତରେ...
କବିତା · ୧ ମିନିଟ୍ ପଢ଼ା
ଭାଗ ୪୭
ସ୍ମୃତି ୬୩
ସ୍ମୃତି ୬୩... ଛିହ୍ନ ଏହି ମନ ଵୀଣାରେ କାହିଁ ତୋଳେ ,ଭିନ୍ନ କେଉଁ ରାଗିଣୀ... ସେ ରାଗିଣୀ ରେ ମୁଁ ହଜିଯାଏ ପୁଣି....
କବିତା · ୧ ମିନିଟ୍ ପଢ଼ା
ଭାଗ ୪୮
ସ୍ମୃତି ୬୪
ସ୍ମୃତି ୬୪.. ଜୀବନ ର ଅପରାହ୍ନ ରେ କେବେ କେବେ ସ୍ମୁତି ଆସେ ସେ ଭାବନାରେ ସାଥୀ ତୁମକୁ ମୁଁ ଭେଟେ...
କବିତା · ୧ ମିନିଟ୍ ପଢ଼ା
ଭାଗ ୪୯
ସ୍ମୃତି ୬୫
ସ୍ମୃତି ୬୫..... ଏଇ ମୁହଁ ସଞ୍ଜ ବେଳେ ନିଜର କା କଥା ମନେ ପଡେ.... ସେ ମୋ ମା... କେହି ନୁହେଁ ତା ସରି କେତେ ମିଠା ତା ମମତା ଆହା.....
କବିତା · ୧ ମିନିଟ୍ ପଢ଼ା
ଭାଗ ୫୦
ସ୍ମୁତି
ସ୍ମୁତି ୬୫ ସ୍ମୃତି ତୁମେ... ଶୀତ ସକାଳର କଅଁଳ ଛୁଆଁ ବିରହ ପ୍ରାଣରେ ଜଳାଅ ନିଆଁ ସ୍ମୁତି ତୁମେ.. ମନ ଆକାଶ ରେ ଅଲିଭା ତାରା ଟିଏ ଚିକିମିକ୍ ସୁନା ଫୁଲପରି ଦିଶୁଥାଏ ସ୍ମୁତି ତୁମେ.. ସୋରିଷ ଫୁଲ ର କ୍ଷେତ ... ହଳଦୀ ଗୁରୁ ଭାରି ଦିଶ ସ୍ମୃତି ତୂମେ ମନ ସିଲଟ ରେ ଲେଖା କାହାଣୀ ଟିଏ ନିରୋଳା ରେ ପଢିବାକୁ ଇଚ୍ଛା ଭାରି ହୁଏ ସ୍ମୃତି ସତେ ତୁମେ.. ଫଗୁଣର ଫଗୁ ବର୍ଷା ଵୈଶାଖିର ତାତି
କବିତା · ୧ ମିନିଟ୍ ପଢ଼ା
ଭାଗ ୫୧
ସ୍ମୃତି
ସ୍ମୃତି ୬୮ ସ୍ତୁତି ତୀରେ ବସି ଭାବେ ତୁମ କଥା... କେଜାଣି କାହିଁକି ମନେ ଆଜି ନୀରବତା ଫିକା ଫିକା ଜୀବନଟା ରଙ୍ଗ ଉଡିଗଲା ଯେ ଦିନୁ ସାଥି ତୁମ କଥା ସ୍ମୃତି ହୋଇ ରହି ଗଲା...। ସ୍ମୃତି ସେତ ଶାମୁକା ଭିତରେ ଯେପରି ମୁକ୍ତ। ସ୍ମୃତି ପରା ଅଲିଭା କାହାଣୀ ଜୀବନର ଗାଥା ଆସେ ଛପି ଛପି ଗୋପନ ବେଳରେ ପାଖେ ଲେଖେ ସବୁ ଟିକିନିଖି ଅନୁଭୂତି ଛାତିରେ.।
କବିତା · ୧ ମିନିଟ୍ ପଢ଼ା
ଭାଗ ୫୨
ସ୍ମୃତି
ସ୍ମୃତି ୭୦ ତୁମେ ଦେଇଥିବା ଟିକେ ପ୍ରିତି ଆଜି ମୋ ପାଇଁ ହୃଦୟ ରେ ସ୍ତୁତି ଵାସଭରା ସେରଙ୍ଗ ଫୁଲଟିଏ.. ମହମହ ମୋ ମନ ଅଗଣାରେ ସତେ ରଜନୀ ଗନ୍ଧା ହାର ଟିଏ. । କାଲି ର ସେକଥା ଭାରି ମିଠା ମିଠା ମିଠା ଅନୁଭଵ ଟିଏ.. ଦେହକୁ ଭିଜାଏ ମନକୁ ଛୁଇଁ ଯାଏ ଯିଏ ଚାନ୍ଦିନୀ ର ସଫେଦ ଚାଦର ପରି ମନକୁ ମୋର ଘୋଡାଇ ଦିଏ ଛାତି କୁ ସ୍ପନ୍ଦନ ପରି ଜାଵୋଡି ଦିଏ। ତୁମେ ଆସିଥିଲ ଏ ମନ ଅଗଣାକୁ ଧୀରେ…
କବିତା · ୧ ମିନିଟ୍ ପଢ଼ା
ଭାଗ ୫୩
ସ୍ମୃତି
ସ୍ମୃତି ..୭୧ ସ୍ମୃତି ସେ ଦିନର କେତେ କଥା ଆଜି କାହିଁକି ମନେ ଦିଏ ଵ୍ୟଥା ନୀରଵି ଯାଇଥିବା ଏ ମନରେ ଆସେ ଏଣୁତେଣୁ ଭାବନାରେ ହଜି ଗଲାଣି କେବେଠୁ ଅତିତ ଆଲବମ୍ ରେ ସାଇତା ସେ ଦିନ। ଡାଏରୀ ରେ ଶବ୍ଦ ସବୁ ଅସ୍ପଷ୍ଟ ମନରେ ସବୁ ଜହ ଜହ ଦିଶେ ତ ଫେରିବନି କେବେ ସେ ଦିନ ଆଉ ଖାଲି ସ୍ମୃତି ହୋଇ ରହିଯାଉ.... ଆଃ କେତେ ମଧୁମୟ ଜୀବନ ଆସନ୍ତା ନି ଫେରି ସେ ଫଗୁଣ.... ସ୍ୱର୍ଣ୍ଣ
କବିତା · ୧ ମିନିଟ୍ ପଢ଼ା
ଭାଗ ୫୪
ସ୍ମୃତି
ସ୍ମୃତି ୭୨ ସ୍ମୃତି ତ ଛାତି ତଳେ ଘର କରି ଥାଏ ଖାଲି ହାତ ଟିକେ ମାରିଦେଲେ ଚେଇଁ ଉଠେ... ହେଇ ଦେଖୁନ ଆମ ସମ୍ପର୍କ ଟା କେମିତି ଚିକ୍ ଚିକ୍ ମାରୁଛି. ତୁମେ ସିନା ସମ୍ପର୍କ କୁ ଭୂଲି ଯାଇପାର କାଲି କଥା ଯେ ଆଜି ମନ କାନ୍ ଭାସରେ ସୁନ୍ଦର ଛବିଟିଏ ଆଙ୍କି ଦେଇଛି ଯେତେ ଘସିଲେ ସେ ଆହୁରି ଚକ୍ର ଚକ୍ ଲାଗୁଛି...। ଏମିତି ଏ ମଣିଷ ସବୁ ଵେଳେ ନୂତନ ଅନୁସନ୍ଧାନ ରେ ହେଲେ ସ୍ମୃତି ସବୁବେଳେ ମନେ ପକାଏ ସେ ସୁନା…
କବିତା · ୧ ମିନିଟ୍ ପଢ଼ା
ଭାଗ ୫୫
ସ୍ମୃତି ୭୨
ସ୍ମୃତି ୭୨.. ସ୍ମୃତି ଯେବେ ମନେ ଆସେ ଏ ଉଦାସି ମନ ଆକାଶେ ପୂନେଇ ଚାନ୍ଦ ଖିଲି ଖିଲି ହସେ ବାସ ହୀନ ଏ ଜୀବନରେ ସତେ କିଆଁ କେତକୀ ଫୁଟେ..। ଭାରି ଭଲ ଲାଗେ ସେ ମୁହୂର୍ତ୍ତ ମନେ ପଡେ ସୁନା ଝରା ଅତିତ.. ସ୍ମୃତି ଫୁଲ ସବୁ ଫୁଟେ ହୃଦୟ ରେ ମନ ରେ କିଛି କିଛି ପୁଲକ ଆଣେ..।
କବିତା · ୧ ମିନିଟ୍ ପଢ଼ା
ଭାଗ ୫୬
ସ୍ମୃତି
ସ୍ମୃତି..୭୨ ସ୍ମୃତି ତୁମେ... ବହୁତ ଦିନ ପରେ ମନେ ପଡିଗଲ ଆଜି ତୁମେ ଥାଅ ମୋ ଭାବ ପ୍ରବଣତା ରେ ହଜି.. ତୁମେ ତ ଆସ ହଠାତ୍ ଖିଆଲି ମନର ଵେଖିଆଲି ସ୍ରୋତରେ.. କ୍ଲାନ୍ତ ମନ ଆଉ ଅବଶ ଦେହକୁ ଟିକେ ଶୀତଳାଉ ଥିବା ବେଳେ... ମନର ଦରଜ କୁ ଟିକେ ସ୍ନେହର ମଲମ ଖୋଜିଲା ବେଳେ..। ନ ଖୋଜିଲେ ବି ତୁମେ ହିଁ ଆସ ମନର ଦରଜାକୁ ଜୋର୍ ରେ ଧକ୍କା ଦେଇ. ବୁଢିଆଣୀ ଜାଲପରି ଭାବାନାକୁଦିଅ ଗୁଡାଇ ହୃଦୟ…
କବିତା · ୧ ମିନିଟ୍ ପଢ଼ା
ଭାଗ ୫୭
ସ୍ମୃତି
ସ୍ମୃତି ୭୭ ଏମିତି ଆସେ ଏଣୁତେଣୁ ଭାବନାରେ ଖେଳୁଥାଏ ସଦା ମନ ଅଗଣାରେ ସ୍ମୃତି ଭୂଲି ହୁଏ ନାହିଁ କାହିଁ ଜୀଵନରେ ସ୍ମୃତି ସକାଳର ଶୀତ ଶୀତ ସିହରଣ ସ୍ମୃତି ମନ ତଳେ ଏକ ମିଠା ଆବରଣ ସ୍ମୃତି ଛାତି ତଳର କୁହୁଳା କିଛି କଥା ସ୍ତୁତି ଜୀବନ ର ଦେହ ଲିଭା କିଛି କଥା ସ୍ତୁତି ଦେଇ ପାରେ ସୁଖ ଅବା ଦୁଃଖ ସ୍ମୃତିଆସିବାରେ ତଥାପି ଭିନ୍ନ ଅନୁଭଵ ସ୍ମୃତି ନିଏ ଭିନ୍ନ ଏକ ଇଲାକା କୁ ଟାଣି ସ୍ମୃତି ଦିଏ…
କବିତା · ୧ ମିନିଟ୍ ପଢ଼ା
ଭାଗ ୫୮
ସ୍ମୃତି
ସ୍ମୃତି....୮୦ ଏମିତି କିଛି କିଛି ଭିଜା ସ୍ତୁତି ଆସେ ଵେଳେ ବେଳେ.. ଏକଲା ପଣରେ .... ଚାରି କାନ୍ଥ ର ଆବଦ୍ଧ ମନରେ ମହକାଇ ହୃଦୟ କନ୍ଦରେ.....।
କବିତା · ୧ ମିନିଟ୍ ପଢ଼ା
ଭାଗ ୫୯
ସ୍ମୃତି
ସ୍ମୃତି ..୮୩ ସ୍ମୃତି ହସେ ନିତି ମନ ଅଗଣାରେ ଫଗୁଣର ଫୁଲ ପରି ସ୍ମୃତି ବାସି ହେଲେ ମହମହ ବାସେ ଭାରି। ମନେ ପଡେ ... ମା ଦେଇଥିଲା ଦିନେ ମିଠା ମିଠା ମମତା ଢାଳି ନାହିଁ ଆଜି ସିଏ ମନେ ପଡେ ତା କଥା ଭାରି..। ସ୍ମୃତି ମୋ ପାଠ ବହି ପରି ନିତି ପଢିଦିଏ ହୃଦୟ ଡାଏରୀ ଖୋଲି କିଛି ମନେ ରହେ କିଛି ଯାଏ ଭୂଲି। ସ୍ମୃତି... ମୋ ପ୍ରେମର ଫଗୁଣ ଯୈ।ବନ ଡାଏରୀ ରେ କେତେ ବାସି ଫୁଲ ଖୋଲି ଦେଲେ ଥରେ ବାସ…
କବିତା · ୧ ମିନିଟ୍ ପଢ଼ା
ଭାଗ ୬୦
ସ୍ମୃତି
ସ୍ମୃତି ..84 ସ୍ମୃତି ଆସେ ଛାତି ତଳେ ଛପି ଛପି... ହୃଦୟ ର ନିବୃତ କୋଣରେ.. ମନେ ପଡେ ବେଳେ ବେଳେ ଦେଖା ଯାଏ ଆଖି ଆଇନାରେ..। କାହିଁକି କେଜାଣି ଭିତରେ ଭିତରେ ଜାଳିଦିଏ ବିନା ଜାଳେଣି ରେ ହୃଦୟଟା ଭାଙ୍ଗି ଯାଏ ଆଖି ସାମ୍ନାରେ.. ସ୍ମୃତି ଅଲିଭା ଭୂଲି ହୁଏନା ଜୀଵନରେ। ସ୍ମୃତି ଏକ ଫୁଲ ବନ ......... ତୋଳିବାକୁ ଇଛା ହୁଏ... ସ୍ମୃତି ଟିକି ପ୍ରଜାପତି ଟିଏ...... ଧରିବାକୁ ଇଛା ହୁଏ... ସ୍ମୃତି…
କବିତା · ୧ ମିନିଟ୍ ପଢ଼ା
ଭାଗ ୬୧
ସ୍ମୃତି
ସ୍ମୃତି ୯୧ ସ୍ମୃତି ତୁମେ ଅନୁତାପ ର ଅଶ୍ରୁ ଟୋପେ ନୟନରେ ସ୍ମୃତି ଜାଳି ଦିଅ ହୃଦୟ କୁ ଏଇ ସଞ୍ଜ ସଞ୍ଜ ବେଳେ... ବିଚଳିତ କର ଅଶାନ୍ତ ମନକୁ ଖଣ୍ଡବିଖଣ୍ଡିତ କର ହୃଦୟ କୁ। ସ୍ମୃତି ତୁମେ ସେଦିନ ର ମିଠା ମିଠା କଥା ଟିଏ... ଆଜି ଛାତିକୁ ଜାଳି ଦିଏ ଯିଏ ତୁମେ ବେଳ ଅବେଳର ଅତିଥି ଏ ଭଙ୍ଗା ମନରେ.. ସ୍ୱ।ଗତ କରେ ତୁମକୁ ହେଉ ଶୀତ ଅବା ବର୍ଷା ଭିଜା ରାତିରେ। ସ୍ମୃତି ଫେରାଇ ନିଅ ମୋତେ ଅପରାହ୍ନ ରୁ…
କବିତା · ୧ ମିନିଟ୍ ପଢ଼ା
ମୂଳପୃଷ୍ଠା
ସବୁ ଲେଖା
ପାଠାଗାର
ଲଗ୍ ଇନ୍
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା