କବିତା · ଜୁନ ୨୫, ୨୦୨୧ · ୧ ମିନିଟ୍ ପଢ଼ା
ସ୍ମୃତି ..୭୧
ସ୍ମୃତି ସେ ଦିନର କେତେ କଥା
ଆଜି କାହିଁକି ମନେ ଦିଏ ଵ୍ୟଥା
ନୀରଵି ଯାଇଥିବା ଏ ମନରେ
ଆସେ ଏଣୁତେଣୁ ଭାବନାରେ
ହଜି ଗଲାଣି କେବେଠୁ ଅତିତ
ଆଲବମ୍ ରେ ସାଇତା ସେ ଦିନ।
ଡାଏରୀ ରେ ଶବ୍ଦ ସବୁ ଅସ୍ପଷ୍ଟ
ମନରେ ସବୁ ଜହ ଜହ ଦିଶେ ତ
ଫେରିବନି କେବେ ସେ ଦିନ ଆଉ
ଖାଲି ସ୍ମୃତି ହୋଇ ରହିଯାଉ....
ଆଃ କେତେ ମଧୁମୟ ଜୀବନ
ଆସନ୍ତା ନି ଫେରି ସେ ଫଗୁଣ.... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ