କବିତା · ମଇ ୧୬, ୨୦୨୩ · ୧ ମିନିଟ୍ ପଢ଼ା
ବେଳାଭୂମି ୮
କହରେ ବେଳାଭୂମି
ସାଇତିଛୁ କି କିଛି ସ୍ମୁତି
ଯାହା ମୋ ଅତିତ ଭୂଲିଛି
କିଛି କିଛି....।
ଆସିଥିଲି ପଚାରିବାକୁ
କିଛି ଅଭୂଲା କଥା
ଆଜିବି ଏଇ ଅପରାହ୍ନ ଜୀବନେ
ବେଳେ ବେଳେ ଭରେ ବ୍ୟଥା।
ତୋ ଛାତିରେ ଲେଖା ପରା
ମୋ ସୁନା ଝରା ଅତିତ
ତୋ ପାଖକୁ ଆସିଲେ ଶାନ୍ତ
ହୁଏ ମୋ ଚିତ୍ତ।
ଛୁଇଁ ଯାଏ ଏଠି ମିଠା ପବନ
ଦେହକୁ ମୋର
ଲହରୀ ଆସି ଛୁଇଁ ଦେଇ
ଦିଏ କେତେ ସୀହରଣ।
ଫେରିଯାଏ ଯୈ।ବନ ଵେଳକୁ
ଦୂର ଦିଗନ୍ତରେ
ଆଖିରେ ଭାସେ ସ
ମୋ ମନର ଛବି।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ