ଲୋଡ୍ ହେଉଛି…
ଲୋଡ୍ ହେଉଛି…
ବେଳାଭୂମି - ଡ଼ ସ୍ୱର୍ଣ୍ଣଲତା ଲେଙ୍କା | ମୋ କଲମ
ମୋ କଲମ
ଲେଖକ
କବିତା
ଗଳ୍ପ
ପ୍ରବନ୍ଧ
ପୁସ୍ତକ
ଲଗ୍ ଇନ୍
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ବେଳାଭୂମି
ଡ଼ ସ୍ୱର୍ଣ୍ଣଲତା ଲେଙ୍କାଙ୍କ ଶୃଙ୍ଖଳା · ୨୧ ଭାଗ
ଭାଗ ୧
ବେଳାଭୂମି
ବେଳାଭୂମି ୧ ବେଳାଭୂମି ପରେ ବସି ଖୋଜୁଛି ତୁମରି ସ୍ତୁତି ସାଥୀ... ଅବେଳରେ କାହିକି ଆଜି ତୁମେ ମନେ ପଡ ବେଶୀ। ଖିଆଲି ମନର ଭାବପ୍ରବଣତାରେ ତୁମେ ଆସ ପାଖେ ଚାଲି ମିଠା ଏ ପବନର ମିଠା ଛୁଆଁ ରେ ମିଠା ଅନୁଭବ ଦିଏ ଖାଲି। ଏ ଲହରୀ ରେ ଭାସି ଭାସି ଆସେ କେତେ କଥା ଅତିତର ଛୁଇଁ ଦେଲେ ଲହରୀ ଯେ କହିଦିଏ କେତେ ବେଦନା ଏ ହୃଦୟର। କେତେ ଥର ଆମେ ଗଢିଥିଲେ ମିଶି ଏଇଠି ବାଲିଘର ଏଇ ଲହରୀ ଆସି…
କବିତା · ୧ ମିନିଟ୍ ପଢ଼ା
ମାଗଣା
ଭାଗ ୨
ବେଳାଭୂମି
ବେଳାଭୂମି ୩ ପଚାରିଲା ବେଳାଭୂମି ନୀରବ ମନ କୁ ଛୁଇଁ ଦେଇ.. ତୁମେ କାହିଁକି ପାଇଁ ଏତେ ବିରହି ମୁଁ ଜାଣି ପାରୁନାହିଁ। ଏଇଠି ଆସନ୍ତି ନିତି କେତେ କେତେ ପ୍ରେମୀ ମାନେ ଲେଖନ୍ତି ତାଙ୍କ ପ୍ରେମ କାହାଣୀ କୁ ମୋ ଓଦା ବକ୍ଷେ।.. କେତେ ମିଳନର ମୁଁ ପରା ମୂକ ସାକ୍ଷୀ ହୋଇଅଛି ତାଙ୍କ ବାଲି ଘର ପୁଣି ଭାଙ୍ଗିବାର ମୁଁ ଦେଖି ଆସୁଛି। ସାଥୀ ଟିଏ ସାତ ଜନ୍ମ ପାଇଁ ଆସଇ ସେ କଥା ବୁଝେନା କେହି ଏଠି ଋତୁ ପରି ପ୍ରେମ ବି ବଦଳି ଯାଏ…
କବିତା · ୧ ମିନିଟ୍ ପଢ଼ା
ମାଗଣା
ଭାଗ ୩
ବେଳାଭୂମି
ବେଳାଭୂମି ୪ ବେଳାଭୂମି ରେ ଆଜି ମୁଁ ଖୋଜେ ତୁମ ପାଦ ଚିହ୍ନ.. ଅସ୍ପଷ୍ଟ ବାଲି ରେ ଖୋଜୁଛି ତୁମକୁ ଓଦା ଓଦା ଏଇ ମନ...। ହଜିଗଲା ସ୍ମୃତି ଲହରୀ ନେଇଗଲା ଧୋଇ ଦେଇ ଆତୁର ଏମନ ଚାହିଁଛି ସାଗରକୁ ଆଖି ପାଉନାହିଁ। କେଉଁଠି ଖୋଜିବି ହଜିଲା ଅତିତ କିଛି ଚିହ୍ନ ତ ନାହିଁ.. ଏମନ ଆଜି କାହିଁ ଭାରି ଭାରାକ୍ରାନ୍ତ ସାଥୀ ତୁମ ପାଇଁ। ମନେ ପଡିଯାଏ ସେଇ ଅତିତ ଟା ଆସନ୍ତା କି ଥରେ ଫେରି ହୃଦୟ ବେଳାଭୂମି ଉଛୁଳି…
କବିତା · ୧ ମିନିଟ୍ ପଢ଼ା
ଭାଗ ୪
ବେଳାଭୂମି
ବେଳାଭୂମି ୬ ଜୁଆର ଆସି ଯେମିତି ଫେରୁଥାଏ ମୋ ମନର ଭାବନା ସେମିତି ତୁମ ପାଇଁ ଆସି ଫେରିଯାଏ.... କେତେ ଜୁଆର ଆସି ତଥା ପିଟି ପୁଣି ଫେରିଯାଏ କାହିଁକି ଆସି ପୁଣି ଫେରୁଥାଏ କେହି ତ ପଚାରି ନଥାଏ। ଖୋଜିବାକୁ ଆସେ ନିତି ସାଥୀ କୁ ନ ପାଇ ଫେରି ଯାଏ ଲୁଣି ଲୁହ ପିଇବାକୁ... କେତେ ଆଉ କାନ୍ଦିବ ଗର୍ଜନ କରି ଵୁଝିଲାନି ସାଥୀ ମନ କଥା ତାହାରି । କ୍ଷତାକ୍ତ କେତେ ଯେ ଏ ବେଳାଭୂମି ଓଦା ବାଲି ଶେଯେ ଶୋଇଥାଏ…
କବିତା · ୧ ମିନିଟ୍ ପଢ଼ା
ଭାଗ ୫
ବେଳାଭୂମି
ବେଳାଭୂମି ୭ କହ ବେଳାଭୂମି କାହିଁକି ଡାକିଛୁ ଫେରାଇ ଦେବୁ କି ମୋତେ କିଛି ଯାହା ତ ହଜିଛି ଖୋଜୁଛି ଆଜି ମୁଁ ସିଏ ମୋ ଅଭୂଲା ସ୍ମୃତି..। ତୁ ପରା ସାଖି ମୋ ହଜିଲା ସ୍ମୃତି ର ମନେ ପଡୁନିକି ତୋର ତୋ ବାଲି ଶେଯରେ କେତେ ମୋର ସ୍ୱପ୍ନ ର ଗଢା ଘର। ଆସିଛି ଆଜି କୋଳେଇ ନେ ଥରେ ସେଦିନ ନେଲା ପରି ମନେ ପଡିଯାଉ ସେକଥା ସବୁ ମୋ ମନେ ସୀହରଣ ଭରି। ଆଜି ତଲାଗୁଛି ସତେ କାଲି ପରି ଏଇଠି ମୁଁ ବସି ଥିଲି ଲହରୀ କୁ…
କବିତା · ୧ ମିନିଟ୍ ପଢ଼ା
ଭାଗ ୬
ବେଳାଭୂମି
ବେଳାଭୂମି ୮ କହରେ ବେଳାଭୂମି ସାଇତିଛୁ କି କିଛି ସ୍ମୁତି ଯାହା ମୋ ଅତିତ ଭୂଲିଛି କିଛି କିଛି....। ଆସିଥିଲି ପଚାରିବାକୁ କିଛି ଅଭୂଲା କଥା ଆଜିବି ଏଇ ଅପରାହ୍ନ ଜୀବନେ ବେଳେ ବେଳେ ଭରେ ବ୍ୟଥା। ତୋ ଛାତିରେ ଲେଖା ପରା ମୋ ସୁନା ଝରା ଅତିତ ତୋ ପାଖକୁ ଆସିଲେ ଶାନ୍ତ ହୁଏ ମୋ ଚିତ୍ତ। ଛୁଇଁ ଯାଏ ଏଠି ମିଠା ପବନ ଦେହକୁ ମୋର ଲହରୀ ଆସି ଛୁଇଁ ଦେଇ ଦିଏ କେତେ ସୀହରଣ। ଫେରିଯାଏ ଯୈ।ବନ ଵେଳକୁ ଦୂର ଦିଗନ୍ତରେ…
କବିତା · ୧ ମିନିଟ୍ ପଢ଼ା
ଭାଗ ୭
ବେଳାଭୂମି
ବେଳାଭୂମି ୧୦ ବେଳାଭୂମି ପଚାରିଲା ନି କାହିଁକି ଆସିଛୁ ବୋଲି ସେ କାହୁଁ ଜାଣିବ ମୁଁ ସ୍ମୃତି କୁ ଖୋଜୁଛି ଖାଲି..। ସାଗର ଧୋଇ ଦେଇଛି ମୋ ହାତ ଗଢା ବାଲି ଘର ଲୁଣି ପାଣିରେ ଭାସିଗଲା ରଙ୍ଗୀନ ସପନ ମୋର। ତୁମେ ଆସିଥିଲ ଜୀବନର ଖୋଜା ଖୋଜି ବେଳରେ ହଜିଗଲ ତୁମେ ଆଜି ଏଇ ଅପରାହ୍ନ ରେ। ତଥାପି ଆସ ସ୍ମୃତି ଟିଏ ହୋଇ ମୋ ମନ ର ବେଳାଭୂମି କୁ ମୁଁ ଖୋଜୁଥାଏ ତୁମକୁ ସେଇ ଓଦା ଵାଲି ରେ ତୁମର ଅସ୍ପଷ ପାଦ ଚିହ୍ନ…
କବିତା · ୧ ମିନିଟ୍ ପଢ଼ା
ଭାଗ ୮
ବେଳାଭୂମି
ବେଳାଭୂମି ...୧୧ ଲୁପ୍ତ ସବୁ ସ୍ମୁତି ସିନା ତୋ ଓଦା ବାଲିରେ ଅନ୍ତର୍ଦାହ କେତେ ଛାତିରେ ବୁଝିଲାନି ସାଥୀ ଥରେ..। ତା ପାଇଁ ହାୟ ! କେତେ ମୁଁ ଜଳୁଛି ଫଗୁଣ ରହିଛି ସାଖି ତା ପାଇଁ କେତେ ମୁଁ ଭିଜେ ଆଖି ତା'ର ସାଖି କେତେ ଖୋଜେ ଏଠି ଶାମୁକା ଭିତରେ ସ୍ମୁତି ବେଳାଭୂମି ତା'ର ସାଖି। ଓଦା ବାଲିରେ ଅସ୍ପଷ୍ଟ ମୋର ପାଦ ଚିହ୍ନ... ଭାଂଗି ଗଲା ହାତ ଗଢା ବାଲି ଘର ଭାଂଗି ଗଲା ଖଣ୍ଡ ଖଣ୍ଡ ହୋଇ ହୃଦୟ ଟା ମୋର। ଖୋଜୁଛି ନିତି ମୁଁ…
କବିତା · ୧ ମିନିଟ୍ ପଢ଼ା
ଭାଗ ୯
ବେଳାଭୂମି
ବେଳାଭୂମି ୧୨ ଦେଇ ପାରିବୁକି ବେଳା ଭୂମି ସେଇ ଅତିଥିର ଠିକଣା ଯିଏ ମାଗୁଥିଲା ମୋତେ ନିତି ତା ପ୍ରେମର ପାଉଣା। ପହିଲି ଆଷାଢ଼ ମାଟିକୁ ଛୁଇଁଲା ପରି ନବ ଯୌବନ ରେ ଯିଏ ଦେଇଥିଲା ମନେ ଗାର ଟାଣି। ହୃଦୟରେ ଗଢ଼ିଥିଲା ମୋର ପ୍ରେମର ମନ୍ଦିର ଟିଏ ପୂଜାରିଣୀ ଥିଲା ଏ ହୃଦୟ ମନ୍ଦିରେ ଯିଏ। ମୋ ପାଇଁ କରିଥିଲା ତା ମନଵନେ ଗୋଲାପି ବଗିଚା ଟିଏ ନିତି ଦେଉଥିଲା ମୋତେ ଆଣି ପ୍ରୀତି ଉପହାର ସିଏ। କେଉଁ ଏକ ଝଡ଼ ଆସି…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୦
ବେଳାଭୂମି
ବେଳାଭୂମି !୧୩ ଆଜି ଏଇ ବେଳାଭୂମି ଭିଜିଯାଏ ଭିଜା ଶ୍ରାଵଣରେ ପ୍ରଗଳ୍ଭା ନଦୀ କ୍ଷିପ୍ର ଗତି ମିଶିବାକୁ ସାଗର ଵକ୍ଷରେ..। ମୋ ମନ ଵେଳା ଭୂମିରେ ପିଟୁଛି ଲହରୀ ତୁମ ସାଥେ ଭିଜିଵାକୁ.. ଆଜି ମନମୋ ଲାଗୁଛି ଅସହ୍ୟ.. ଦେଖି ଏଇ ଭିଜା ଶ୍ରାଵଣକୁ। ଭିଜିଯାଏ ଧରଣୀ ପୁର୍ଣ୍ଣ ଗର୍ଭା ନଦୀ ସବୁଜିମା ଵୃକ୍ଷଲତା କଦମ୍ବ ଫୁଟିଛି ବାସ ମହକୁଛି ଦେଉଛି ପ୍ରୀତି ଇସାରା। ମନ ବେଳାଭୂମି ରେ କେତେ ଯେ ଉର୍ମି ଆସି ଫେରିଯାଏ ଏ ଶ୍ରାବଣୀକୁ…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୧
ବେଳାଭୂମି
ବେଳାଭୂମି ୧୪ ମୋ ଜୀବନ ବେଳାଭୂମି ରେ ଆଜି କେତେ ଯେ ଲହରୀ ମଥା ପିଟି ଫେରି ଯାଏ କେତେ ଯେ ଅଲିଭା ସ୍ମୃତି ପୁଣି ଏ ହୃଦୟରେ ରହି ଯାଏ। ସହି ପାରୁ ନାହିଁ ଲହରୀ ମାଡକୁ ମୁଁ ଯେ କ୍ଷତାକ୍ତ ବେଳାଭୂମି ଟିଏ ଗଣି ପାରୁ ନାହିଁ କେତେ ପାଦ ଚିହ୍ନ ଓଦା ଓଦା ଏଇ ଦେହେ। ଅନେକ ପାଦ ଚିହ୍ନ ଅସ୍ପଷ୍ଟ ଦିଶେ ଏଇ ବାଲୁକା ରାଶିରେ କେବେ ଦିନେ ଚାଲି ଥିଲେ କିଛି ମୋହରି ସାଥି ରେ। ସବୁ ଚିହ୍ନ ଲିଭିଲା ପରେ ହୃଦୟେ ତୁମ ଚିହ୍ନ ସାଥି…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୩
ବେଳାଭୂମି
ବେଳାଭୂମି ୧୮ ଏ ଜୀଵନ ସାଗର ରେ କେତେ ଯେ ଉର୍ମି ଆସୁଥାଏ କିଛି ଲହରୀରେ ବେଳାଭୂମି ଧୋଇ ଚାଲି ଯାଏ। ଜୀବନର ବେଳାଭୂମି ରେ ଏକୁଟିଆ ଏଇ ଅପରାହ୍ନ ରେ ଚାହିଁ ଥାଏ ନୀଳ ଲହରୀ କୁ କାଳେ ସ୍ମୃତି ଫେରିବ କୂଳେ। ଯିଏ ଗଲା ସେ ତ ଫେରେନି ବିଧି ନିୟମରେ ଶୁଣିଥିଲି ସାଗର ଯାହା ଧୋଇ ଦିଏ ପୁଣି ଫେରାଏ ଲହରୀରେ। ଅଙ୍କାବଙ୍କା ଏଇ ଜୀଵନ ପଥେ କେତେ ଆଶା ନିରାଶାର ଛାୟି ସବୁ ମନେ ଅଛି କିଛି ଭୂଲି ନାହିଁ। ହସୁଥିଲି…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୪
ବେଳାଭୂମି
ବେଳାଭୂମି ...୧୯ ଦେଖିଛ କି ବନ୍ଧୁ ! ସାଗର କେମିତି ଉଛୁଳି କୂଳକୁ ଛୁଇଁ ଯାଇ ଫେରୁଥାଏ ଗଣିଛକି ବନ୍ଧୁ କେତେ ଉର୍ମି ଆସି ପୁଣି ପଛକୁ ଫେରିଯାଏ। କହିଵକି... କେତେ ଲହରି ମାଳ ନିତି ବେଳାଭୂମି କୁ କ୍ଷତାକ୍ତ କରି ଦିଏ କେତେ ଲୁହ ତା'ର ସାଗରରେ ମିଶି ସାଗରରେ ଲୁଣି ଜଳ ଭରି ଦିଏ। ସହି ପାରେନା ସାଗର ଅନ୍ତର୍ଦାହ ତା'ର ବ୍ୟଥିତ ହୃଦୟର ସେଥିପାଇଁ ଘୁ ଘୁ ଗର୍ଜନ କରି କାନ୍ଦେ ଅସହ୍ୟ ବେଦନା ତା'ର।…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୫
ବେଳାଭୂମି
ବେଳାଭୂମି.୧୯ କହରେ ବେଳାଭୂମି ତୁ କାହିଁକି ନୀରବ ଆଜି କହିକି ପାରିବୁ ଠିକଣା ଯାହା ମୁୁଁ ପାଉନି ଖୋଜି। ଗଢି ଥିଲି ଦିନେ ଆଶାର ତାଜ ତୋ ଓଦା ବାଲିରେ ସପନ ଦେଖିଥିଲି ଶୋଇ କେତେ ତୋ ବାଲୁକା ଶେଯରେ। ଆସିଥିଲି ଦିନେ ଗଢିବାକୁ ସ୍ୱପ୍ନର ଘର ତୋ ପାଖକୁ ଦୁଇ ମନ ଏକ କରି ଦେଇ ପ୍ରେମ ମନ୍ଦିର ତୋଳିବାକୁ। ସାଖି ଥିଲା ସମୟ ସାଖି ଥିଲା ଏ ବେଳାଭୂମି କେମିତି କେଉଁ ଝଡ ଆସି ଭାଂଗି ଦେଲା ଜାଣିନ ପାରିଲି। ଭାରି ମନେ…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୬
ବେଳାଭୂମି
ବେଳାଭୂମି ୧୯ ତୁମେକି ବୁଝିବ ସାଗରର ଦୁଃଖ ତା ଛାତିର ସେ କୋହ ଅନ୍ତର୍ଦାହ ହୃଦୟର ଲଵଣାକ୍ତ ପିଇ ପିଇ ଲୁଣି ଲୁହ। ଖାଲି ଗରଜନ ପିଟି ପିଟି ମଥା କୁହେନି ସେ ନିଜ କଥା ଗଭିରତା ମାପିବା ନୁହେଁ ସହଜ ଗହନ ତା'ର ମନ ଵ୍ୟଥା। ତା'ର ବ୍ୟଥାରେ ସେ ସିନା ବ୍ୟଥିତ ଦିଏନି ଅନ୍ୟକୁ କଷ୍ଟ ନିଜ ଲୁହ ପଛେ ନିଜେ ପିଇ ଯାଏ ସେଥିରେ ଆତ୍ମ ତୃପ୍ତ। ରଖିଵନି କିଛି ସେ କାହା ଠାରୁ ତ ସେପାଇଁ କୂଳକୁ ଆସେ ଯିଏ ଯାହା…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୭
ବେଳାଭୂମି
ବେଳାଭୂମି ୨୧ ଜୀବନଟା ମୋର ମୁକ୍ତ ବେଳାଭୂମି କେତେ ଜୁଆର ଉଠେ କେବେ ଛାତି ତଳେ ପୁଣି କେବେ କୂଳ ଲଙ୍ଘି ସୁନାମି ଆସେ। ଏଇ ବେଳାଭୂମି ଅଛି ସେମିତି ତ ସେଦିନୁଁ ଆଜି ଯାଏ ସମୟ ବଦଳି ଯାଇଛି ବଦଳି ନାହିଁ ଆଜିଯାଏ ସିଏ। କେତେ ବାଲିଘର ଗଢି ପୁଣି ଭାଂଗି ଯାଏ ଲହରି ଛୁଆଁ ରେ କାହିଁକି ଭାଙ୍ଗିନି ଅଭିମାନ ତୁମ କାଉଁରୀ ପରଶ ରେ। ପ୍ରେମର ତାଜମହଲଟା ଗଢିଥିଲି ମନ ଯମୁନା କୂଳରେ ତୁମ ପାଇଁ ସାଥି ପ୍ରେମର ମନ୍ଦିର…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୮
ବେଳାଭୂମି
ବେଳାଭୂମି ୨୧ ଏଇ ଜୀବନ ବେଳାଭୂମି ରେ କେତେ ଉର୍ମି ଖାସ୍ ତୁମପାଇଁ ତୁମେ କି ବୁଝିବ! ତୁମେ ଚୁମି ଯାଅ ଆଉ କାହା ବେଳାଭୂଇଁ ..। ଶୂନ୍ୟ ଆଜି ଏଇ ମନ ବେଳାଭୂମି ତୁମେ ସାଥେ ନାହିଁ ବୋଲି ତୁମ ପାଇଁ ସିନା ନୀଳ ଢେଉ ମାଳା ତୁମେ ନାହଁ ମନ ଖାଲି ଖାଲି। ଚାହଁଛି ଏଇ ବେଳାଭୂମି ରେ ଆଜି ଆଖି ମୋ ପାଉ ନାହିଁ ତୁମେ ଅଛ କେଉଁ ଦିଗ୍ ବଳୟକୁ ଛୁଇଁ ଜାଣିହୁଏ ନାହିଁ। ଏତେ କୋଳାହଳ ମନ ବେଳାଭୂମି ତଥାପି ଲାଗେ ଖାଁ…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୯
ବେଳାଭୂମି
ବେଳାଭୂମି ୨୨ ମନ ବେଳାଭୂମିରେ ଅନେକ ପାଦ ଚିହ୍ନ କିଏ ଗଣି ପାରିଛି କେତେ ସ୍ପଷ୍ଟ କେତେ ଅସ୍ପଷ୍ଟ ସେଇ ହୃଦୟ ଏକା ଜାଣିଛି। ଗଲାଦିନର ଚଲାପଥେ ଆସନ୍ତି ଜୀବନେ ଅନେକ ଜନ ନିଜର କରି ନେଲେ ରେ ସବୁ ଝୁରି ହେବ ସାରାଦିନ।
କବିତା · ୧ ମିନିଟ୍ ପଢ଼ା
ଭାଗ ୨୦
ବେଳାଭୂମି
ବେଳାଭୂମି ୨୩ କହରେ ଜୀଵନ ଛିଡ଼ା ହୋଇଛି ତୋ ବେଳାଭୂମି ରେ ମାପିଛୁକି ମୋ ଯନ୍ତ୍ରଣା କୁ ଥରେ ତୋ ତତଲା ଲୁହରେ। କାହିଁ କେତେ ଦିନରୁ ଓଦା ଓଦା ମୋ ଜୀଵନ ବେଳାଭୂମି କେତେ ଯନ୍ତ୍ରଣାର ଲହରି ଚୁମି ଯାଏ ସେ ଓଦା ବାଲି। ଫେରିବନି ଯାହାତ ହଜିଗଲା ଲୁହର ସାଗରରେ ମିଳିଛି ଖାଲି ପୁଞ୍ଜିଭୂତ ଯନ୍ତ୍ରଣା ଏଇ ବେଳାଭୂମି ରେ। କହ ବେଳାଭୂମି ଥରେ କେତେ ପିଇଲୁ ଯନ୍ତ୍ରଣା ର ଲୁହକୁ ସେଥିପାଇଁ ସିନା ତୁ ଗର୍ଜନ କରି ଆସୁ ଏଇ…
କବିତା · ୧ ମିନିଟ୍ ପଢ଼ା
ଭାଗ ୨୧
ବେଳାଭୂମି
ବେଳାଭୂମି ୩୩ ତୁମ ପାଇଁ ନିତି ଅପେକ୍ଷା ମୋର ଏଇ ବେଳାଭୂମି ତଟ୍ଟେ ଆସିବକି ସାଥି ଏଇ ଅପରାହ୍ନରେ ସୂରୁଜ ଡୁବିବା ସାଥେ। ନ ହେଲା ନାହିଁ ପ୍ରେମ ଫଗୁଣ ରେ ତୁମ ସାଥେ ବଞ୍ଚିବାକୁ ବୈଶାଖ ତାତିରେ ଜୀଵନ ଜୁଇରେ ଆସ ହାତ ଧରିବାକୁ। ଜଳୁଛି ଜୀଵନ ଅହରହ ଲୁଣି ଲୁହ ସବୁ ପିଇ ପିଇ ଏଠି ଫେରିବା ବେଳେ ମୁଁ ଦିଅ ଟୋପେ ମଧୁର ଜଳକୁ ଛିଞ୍ଚି। ଅପେକ୍ଷା ତୁମକୁ ନିତି କରୁ ଥିବି ଏ ଜୀବନ ବେଳାଭୂମିରେ କେଵେନା କେଵେ ଆସିବ…
କବିତା · ୧ ମିନିଟ୍ ପଢ଼ା
ଭାଗ ୨୨
ବେଳାଭୂମି
ବେଳାଭୂମି ୩୪ କାଲି ଫୁଲ ଫଗୁଣ ରେ ତୁମେ ଆସିଥିଲ ମନବନ ଆଜି କାହିଁକି ଜାଳି ଦେଲ ତୁମେ ସବୁ ଗୋଲାପ ଵଣ। ମନ ବେଳାଭୂମିରେ ଏକୁଟିଆ ପଚାରେ ତୁମକୁ ଆଜି କାହିଁକି ଆସିଥିଲ ସାଥି ଛଳନାର ମୁଖା ମୋ ପାଖେ ପିନ୍ଧି। ବେଳାଭୂମିର ତଟରେ ସେଇ ପାଦ ଚିହ୍ନ ଭାରି କଷ୍ଟ ଦିଏ ଲିଭାଇ ପାରୁନି କାହିଁକି ତାକୁ ମନ ଭାରି ଅବୁଝା ହୁଏ। ବେଳାଭୂମି ଆଜି ଭଲ ଲାଗେ ନାହିଁ ତୁମେ ପାଖେ ନାହଁ ବୋଲି ସବୁ ଜୁଆର ଫେରିଯାଏ ଦୁଃଖରେ…
କବିତା · ୧ ମିନିଟ୍ ପଢ଼ା
ମୂଳପୃଷ୍ଠା
ସବୁ ଲେଖା
ପାଠାଗାର
ଲଗ୍ ଇନ୍
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା