କବିତା · ସେପ୍ଟେମ୍ବର ୪, ୨୦୨୧ · ୧ ମିନିଟ୍ ପଢ଼ା
ସ୍ମୃତି ୭୨..
ସ୍ମୃତି ଯେବେ ମନେ ଆସେ
ଏ ଉଦାସି ମନ ଆକାଶେ
ପୂନେଇ ଚାନ୍ଦ ଖିଲି ଖିଲି ହସେ
ବାସ ହୀନ ଏ ଜୀବନରେ
ସତେ କିଆଁ କେତକୀ ଫୁଟେ..।
ଭାରି ଭଲ ଲାଗେ ସେ ମୁହୂର୍ତ୍ତ
ମନେ ପଡେ ସୁନା ଝରା ଅତିତ..
ସ୍ମୃତି ଫୁଲ ସବୁ ଫୁଟେ ହୃଦୟ ରେ
ମନ ରେ କିଛି କିଛି ପୁଲକ ଆଣେ..।
ହଜିଯାଇଛି ଯେ ଆଉ ଆସେନା ଫେରି
ତା ସ୍ମୃତି ଦିଏ ଟିକେ ପୁଲକ ଆଣି..
ଅଝଟିଆ ସେ ପିଲା ଦିନର କଥା
ପୁଣି ଅବୁଝା ସେ ମନର ବ୍ୟଥା
ସ୍ତୁତି ଯେ ସେଦିନର ଗୀତି..
ଆଜି ରାଗିଣୀ ତୋତୋ
କୋଇଲି ଲୋ ତୁ ଏକା ଜାଣୁ
ସ୍ମୃତି ଯେ ଅଫେରା ଅଫୁଣର ରଙ୍ଗ
ଯାଇଛି ହଜି କ
ସ୍ଥୂଳ ସେ
ସ୍ତୁତି ଗୋ ତୁମେ ଆସ ଥିରି ଥିରି
ଏମନ୍ତେ
ସ୍ମୃତି କାହିଁକି ମନେ ପକାଉ ଭାରି...
ଯିଏ ଗଲା ସେ ତ ଆସିବେନି ଫେରି...;+
ଭାଙ୍ଗି ଯାଏ ହୃଦୟ ଟା ଅତିତ ଭାବିଲେ
ସ୍ମୃତି କାହିଁକି ଆସୁଛୁ ଫେରି
ଯାହା ଯାଇଛି ଆଣୁନୁ ସାଥେ ଧରି
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ