କବିତା · ଅଗଷ୍ଟ ୭, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି..୩୭
ସେ ତ ମୋତେ ଭୂଲି ସାରିଲାଣି
ତା ମନରୁ ଆମ ସ୍ମୃତି ପୋଛି ଦେଲାଣି
ମୁଁ ଆଉ ଜରୁରୀ ନୁହେଁ ତା ଜୀବନରେ
ସବୁ କଥା ସ୍ମୃତି ହୋଇ ଥାଉ ହୃଦୟ ର ନିବୃତ
କୋଠରିରେ...
ମନେ ପକାଇ ଲାଭ ନାହିଁ...
ସେ ତ ଭୂଲି ସାରିଛି .. ମୁଁ ବି ....
ଏବେ ଖାଲି ସ୍ମୃତି ତା ମୋ ମଝିରେ କିଛି ସ୍ମୃତି... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ