କବିତା · ଜୁନ ୨, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି...୧୬
ସ୍ମୃତି ଆସନି ତୁମେ ଏଇ ମୁହଁ
ସଞ୍ଜ ବେଳେ....
ଝାପସା ଝାପସା ଆଲୁଅ ରେ
ଏଇ ଗୋଧୂଳି ଵେଳାରେ...
ସେଦିନ ଏଇ ଗୋଧୂଳି ଵେଳାରେ...
ନିଛାଟିଆ ରାସ୍ତା ରେ
କିଛି ଚୁପ୍ ଚାପ୍ କଥା ଆଜିଵି
ମନେ ପଡେ ....
ଭାରି ଡର ଲାଗେ ମୋତେ..
ଏଇ ମୁହଁ ସଞ୍ଜ ବେଳେ ...
କିଛି ଶବ୍ଦ ହେଲେ...
ଲାଗେ କିଏ ପଛ ପଟୁ ଭିଡ଼ି
ଧରେ ମୋତେ...
କାହାର ସ୍ପର୍ଶ ରେ ମନ ଚହଲି ଯାଏ
ହୃଦୟ ବ୍ୟାକୂଳ ହୋଇ ଉଠେ..
ସେଇ ମୁହଁ ମନ ଆଇନାରେ ହଠାତ୍
ପ୍ରତିଫଳିତ ହୁଏ....
ସେଇ ପ୍ରିତି ଫୁଲ ଆଜିବି ତାଜା ଲାଗେ..
ସ୍ମୃତି ତୁମେ ଯେବେ ଥାଅ ମନର
ଦରଜା ପାଖେ...... କ୍ରମଶଃ.. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ