କବିତା · ଅକ୍ଟୋବର ୧୩, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ...୫୬
ସ୍ମୃତି ତୁମେ..ଭାରି ବେଦରଦୀ
କିଛି ବୁଝ ନାହିଁ ....
ଚାଲି ଆସ ଏମିତି ଯେ
ବେଳ ଅବେଳ ନାହିଁ
ବୁଡି ଯାଏ ତୁମ ଭାବନା ମୁଁ
ଵୁଝୁନା କାହିଁକି ଯେ..
ସବୁ ମୁଁ ଭୂଲି ସାରିଛି...
ଅସାର ଲୁହ କୁ ଆଖିରୁ
ପୋଛିଛି....
ହୃଦୟ ର ଏହି ଶୂନ୍ୟ ମନ୍ଦିରେ
ପ୍ରତାରଣା ତୁମ ଭରି ଯାଇଛି...
ହଜିବା କୁ ଚାହେଁ ମୁହିଁ
ମୋ ବାସ୍ତବତା ରେ....
ଲୋଡା ନାହିଁ ତୁମେ ଆସିବାର..
ଲେଉଟି ଯାଅ ମୋ ମନର
ଦରଜା ପାଖରୁ.....
ଜୀବନ ଟା ବ୍ୟର୍ଥ ଆଜି ତୁମ ଭାବନାରେ
ସଜାଡିବାକୁ ଏ ଜୀବନ ଏବେ
ଭାରି ଭଲ ଲାଗେ
ପଶ୍ଚାତାପ ରେ ଦିନ ସରିଯାଏ
ତୁମେ ଆସିଲେ ବେଶୀ ସବୁ କଥା
ମନେ ପଡିଯାଏ..
ଯାଅ ଫେରି ତୁମ ଇଲାକା କୁ...
ଇଛା ନାହିଁ ତୁମକୁ ସାଥେ ଧରି ରଖିବାକୁ.... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ