କବିତା · ମଇ ୨୪, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି .......୧୧
କାଲି ଆସି....
ଦେଲୁ କେତେ ଲୁହ ଢାଳି
ଉପାସରେ ରହିଗଲି ରାତି ସାରା
ସେ ଲୁହ ପିଇ ସାରି..
ଇଛା ନାହିଁ ଆଉ କିଛି ଭାବିବାକୁ
ଇଛା ମୋର ଶୋଇ ଯିବି ଆଖି ବୁଜି
ଯାଅ ଫେରି...
ମୋର କିଛି ମନେ ପକାଇବାକୁ
ଇଛା ନାହିଁ..
କି ଭେଦିବାକୁ ମନ ନାହିଁ ସ୍ମୃତି ରେ
ସେ ସ୍ମୃତି ନଈ କୂଳେ ବୁଲିବାକୁ ମନ ନାହିଁ
ଆଜି କାହିଁ ଭାରି ଉଦାସ ମନ ଲାଗେ
ହଜାଇ ଦେଇଛି କିଛି ଅଜଣାତେ
ହେ ସ୍ମୃତି ଜାଳି ଦେ ମୋତେ ଏକାଥରେ
ମାରେନି ଏମିତି ଆଉ ଟିକେ ଟିକେ ମୋତେ
ସହିପାରୁନି କୋହକୁ ମୋର କହି ପାରୁନି
କା ଆଗେ..
କେତେ ଆଉ ପିଇବି ଲୁଣି ଲୁହ
ତୃଷ୍ଣା କି ମୋର ମେଣ୍ଟେ.....
ସ୍ମୃତି.... ହେ ମୋର ଅତିତ ସତ କହିବି କି ତୋତେ
ତୁ ଆଜି ଭାରି ମନେ ପଡୁ ଜମା ଭୂଲି ପାରେନା
ମୁଁ ତୋତେ... ଯେତେ ଚେଷ୍ଟା କଲେ ବି... ଓଃ..! ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ