ପୁସ୍ତକ: ନାରୀ ଓ ସଂପର୍କବୋକି ଝିଅଟିଏଅଧ୍ୟାୟ ୪୧ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ାସରଳ ତା’ ମନମଣିଷର ବିଶ୍ୱାସ ଘାତକତାକୁସେ କାହୁଁ ବୁଝିବ ?ବୋକୀ ଝିଅଟିଏ ବୋଲି ସିନାବାଜି ହାରିଯାଏଠକାମୀରେ ପଡ଼େବୁଝିପାରେନା ଛଳନାର ବୁଢିଆଣୀ ଜାଲକୁସରଳ ଅମାୟିକ ମନ ନେଇଚାଲି ଥାଏ ପ୍ରତାରଣା ପଥରେବାରମ୍ବାର ହାରୁଥାଏ ।୦୦ସୂଚୀପତ୍ର← ପୂର୍ବ ଅଧ୍ୟାୟ · ଅଧ୍ୟାୟ ୪୦ସପନ ତ ଏଠି ଭାଙ୍ଗି ଯାଏ କ୍ଷଣିକେପରବର୍ତ୍ତୀ ଅଧ୍ୟାୟ · ଅଧ୍ୟାୟ ୪୨ →ପୁଣି ବିଶ୍ୱାସରେ ପିଆଲା ଭରିଯାଏ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ