ଅଧ୍ୟାୟ ୪୭ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଏଇ ମାତ୍ର କେତେଟା ମୁହୂର୍ତ୍ତ
ଦିନ ବା ବର୍ଷର
ତଥାପି ତୁମେ ଯେ ଏତେ ନିଜର
ବୋଧହୁଏ ଏ ସମ୍ପର୍କ ଆର ଜନ୍ମର ।
ଋତୁର ଫଗୁଣ କୋଇଲିର କୁହୁ ତାନ
ରଙ୍ଗୀନ ଦୁନିଆ, ମହମହ ଫୁଲର ବାସ
ରୂପରେ ମେଲଣ ସବୁ ଯେ ବେକାର..
ସବୁଜ ମନଟା ତୁମ ବିନା ଧୂସର ଧୂସର
ରଙ୍ଗୀନ ଦୁନିଆ ତୁମ ବିନା ଫିକା ଫିକା
ତୁମ ବିନା ଏମିତି ସତେ ବିରହୀ ରାଧିକା !
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ