ଅଧ୍ୟାୟ ୫୨ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ପାଖେ ରହି ଥାଅ..
ଛୁଇଁ ନାହଁ ପୁଣି
ହୃଦୟରେ ଛୁଇଁ ଦିଅ।
କେମିତି ଏ ସମ୍ପର୍କ !
ଭୁଲି ହୁଏନା ଜମା ମନରୁ
ଚିହ୍ନ ବି ଲିଭେନା ଏଇ ଛାତିରୁ
ବୁଢିଆଣୀ ଜାଲପରି
ଛନ୍ଦି ହୋଇଯାଏ
ମୁକୁଳିବାକୁ ଚାହିଁଲେ ସେ
ସମ୍ପର୍କର ରାଣ ଦେଇଥାଏ
ବୁଝି ମୁଁ ପାରେନା
କେମିତି ସମ୍ପର୍କ ଇଏ !
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ