ଅଧ୍ୟାୟ ୫୮ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ମରିଯାଇଥିବା ମନରେ କ୍ଷୀଣ ଆଶାଟିଏ
ଯାହା ଥାଏ ମଣିଷ ସହ ମଣିଷର
ଏଇ ଟିକେ ମିଠା କଥା ଆଉ
କିଛି ସମବେଦନା ସାନ୍ତ୍ୱନା ।
ମନଟା ଏମିତି ଅବୁଝା ଯେ
ନିଜେ ଜମା ବୁଝେନି
କିଏ ନିଜର ହୋଇ ବୁଝାଇଦେଲେ
ସେ ବୁଝିଯାଏ
ସେଇଠି ସମ୍ପର୍କର ସେତୁ ଗଢିଉଠେ
କିଛି ନାହିଁ ଏଇ ବଂଚିବା ପାଇଁ
ଟିକେ ସାହାରା ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ