ଅଧ୍ୟାୟ ୬୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଅନୁଭବୀ ପାରେ ଜାଣି
ଅନ୍ତରୁ ଅନ୍ତର ହୋଇଗଲେ ଅନ୍ତର
ହୃଦୟ ହୁଅଇ ହାଣି
ହୃଦୟରୁ ହୃଦୟକୁ ଛୁଇଁଯାଏ
ଥାଅ ଯେତେ ଦୂରେ
ସମ୍ପର୍କର ପରିଭାଷା କେତେ ସୁନ୍ଦର
ଯିଏ ବୁଝି ପାରେ ।
ମାନସ ପଟରେ ଅଙ୍କାଥାଏ ଛବି
ଏକ ହୃଦୟର କଥା ଆନ ହୃଦୟ
ପାରେ ସହଜେ ବୁଝି
ବିପଦ ଆପଦେ ଦରକାର ଆସେ
ସମ୍ପର୍କଟିଏ ଗଢିଥିଲେ ଖୋଜି।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ