ଅଧ୍ୟାୟ ୮୨ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ସେତେବେଳେ
ଯେତେବେଳେ ଅନ୍ୟ ଜଣେ
ଜଣକୁ ହତାଦର କରେ ।
ଜଣଙ୍କର ଆବଶ୍ୟକତା
ଅନ୍ୟ ଜଣଙ୍କ ପାଖରେ କମିଯାଏ
ଦୁଇଟି ମନର ଆବେଗ
ଦୁଇଟି ହୃଦୟର ବନ୍ଧନ
ପରସ୍ପର ବୁଝାମଣା
ଜଣେ ଜଣଙ୍କର ସ୍ପନ୍ଦନ
ଭାବନାର ରୂପରେଖ
ସେଇଠି ମଜବୁତ
ଛଳନା, ହତାଦର,
ପ୍ରତାରଣାରେ ଦୁର୍ବଳ ତ
ସମ୍ପର୍କ ସେଇଠି ସୁନ୍ଦର ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ