ଲୋଡ୍ ହେଉଛି…
ଲୋଡ୍ ହେଉଛି…
ରଙ୍ଗ ତୂଳୀ - ଡ଼ ସ୍ୱର୍ଣ୍ଣଲତା ଲେଙ୍କା | ମୋ କଲମ
ମୋ କଲମ
ଲେଖକ
କବିତା
ଗଳ୍ପ
ପ୍ରବନ୍ଧ
ପୁସ୍ତକ
ଲଗ୍ ଇନ୍
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ରଙ୍ଗ ତୂଳୀ
ଡ଼ ସ୍ୱର୍ଣ୍ଣଲତା ଲେଙ୍କାଙ୍କ ଶୃଙ୍ଖଳା · ୫ ଭାଗ
ଭାଗ ୧
ରଙ୍ଗ ତୂଳୀ
ରଙ୍ଗ ତୂଳୀ୧ ଚିତ୍ର କର ଟିଏ ହୋଇ ଆସ ସାଥୀ! ଧରି ରଙ୍ଗ ତୂଳି..। ଏ ଜିବନ ର ସାଧା କାଗଜରେ ଦିଅ ରଙ୍ଗ ସଵୁ ଭରି... ରଙ୍ଗ ତୂଳି ସାଥେ ନେଇ ଆଙ୍କି ଦିଅ ଛବିଟିଏ ସାଥୀ ଠିକ୍ ତୁମ ପରି.. ଗୋଲାପଠୁ ରଙ୍ଗ ଆଣି ତା ଦେହରେ ଦିଅ ଵୋଳି। ରଙ୍ଗ ରଙ୍ଗ ଫଗୁଣ କୁ ଦିଅ ତା କଵରୀ ରେ ଭରି ଅନ୍ଧାର ଠୁ କାଳିମା ଆଣି ଦିଅ ତା କେଶ ରଙ୍ଗ କରି କୃଷ୍ଣ ଚୂଡା ର ବଧୂଲି ଓଠରେ ଦିଅ ମୋନାଲିସା ହସ ଭରି…
କବିତା · ୧ ମିନିଟ୍ ପଢ଼ା
ମାଗଣା
ଭାଗ ୨
ରଙ୍ଗ ତୂଳି
ଆସ ହେ ସାଥୀ ଚିତ୍ର କର ହୋଇ... ଆଙ୍କି ଦିଅ ମନ ଖୋଲା ଏକ ଛବି.. କେମିତି ରଖିଛ ହୃଦୟ ରେ ତୁମର ମୁଁ ପାରୁ ନାହିଁ କେବେ ଦେଖି....। ତୁମେ ଆସିଲେ ସତ ମୁଁ କହୁଛି ସବୁ ରଙ୍ଗ ଦେବି ଧୋଇ... ତୁମ ପ୍ରେମ ରଙ୍ଗ ସବୁଠୁ ସୁନ୍ଦର ଥିବ ମୋ ହୃଦୟ ରେ ରହି....। କେବେ ଠୁ ଅଛି ତୁମ ପ୍ରତୀକ୍ଷା ରେ ଏଇ ମୋ ଶୂନ୍ୟ ହୃଦୟ ବୁଝି ପାରୁନ ବୋଲି ତୁମେ ମୋ ପାଖେ ଫିକା ଫଗୁଣ.... ଅଦିନ ମେଘ ହୋଇ…
କବିତା · ୧ ମିନିଟ୍ ପଢ଼ା
ମାଗଣା
ଭାଗ ୩
ରଙ୍ଗ ତୂଳୀ
ରଙ୍ଗ ତୂଳୀ.୩ ଆସ ଚିତ୍ର କର ଅପେକ୍ଷାରେ ତୁମ ଧର ରଙ୍ଗ ତୂଳୀ.. ଆଙ୍କି ଦିଅ ଭଗ୍ନ କୋଣାର୍କ ର ଏକ ନଗ୍ନ ଚିତ୍ର ହୃଦୟ ଦରଦ ଭରି.. ଶିଳ୍ପୀ ମନର ବିରହ ବେଦନା ଦିଅ ସେଥିରେ ଭରି..... କାମନା ବାସନା ପ୍ରେମ ପ୍ରଣୟ କୁ ଫୁଟାଅ ଜୀବନ୍ତ କରି.. ଵେପଥୁ ହୃଦୟ ରେ ଦିଅ ତୁମେ ମମତାର ରଙ୍ଗ ବୋଳି... କେତେ ପ୍ରେମୀ ଆତ୍ମା ଶାନ୍ତି ଲଭୁ ଦେଖି ତୁମ ରଙ୍ଗ ତୂଳି...। ଆସ ଚିତ୍ର କର ଆଙ୍କି ଦିଅ…
କବିତା · ୧ ମିନିଟ୍ ପଢ଼ା
ଭାଗ ୪
ରଙ୍ଗ ତୂଳୀ
ରଙ୍ଗ ତୂଳୀ ..୪ ଆସ ଚିତ୍ର କର ଧରି ରଙ୍ଗ ତୂଳୀ ଆଙ୍କି ଦିଅ ମୋ ହୃଦୟର ଏକ ଛବି
କବିତା · ୧ ମିନିଟ୍ ପଢ଼ା
ଭାଗ ୫
ରଙ୍ଗ ତୂଳି
ରଙ୍ଗ ତୂଳି ୪ ଆସ ସାଥୀ ଧର ରଙ୍ଗ ତୂଳୀ ଆଙ୍କି ଦିଅ ଛବିଟିଏ... ମରିଯାଇଥିବା ମଣିଷ ପଣିଆ ଫେରି ଆସୁ ଆଉ ଥରେ..। ସେ ଚିତ୍ର ଟିରେ...
କବିତା · ୧ ମିନିଟ୍ ପଢ଼ା
ମୂଳପୃଷ୍ଠା
ସବୁ ଲେଖା
ପାଠାଗାର
ଲଗ୍ ଇନ୍
ମାଗଣା
ମାଗଣା
ମାଗଣା