ଲୋଡ୍ ହେଉଛି…
ଲୋଡ୍ ହେଉଛି…
ଜୟ ଜଗନ୍ନାଥ - ଡ଼ ସ୍ୱର୍ଣ୍ଣଲତା ଲେଙ୍କା | ମୋ କଲମ
ମୋ କଲମ
ଲେଖକ
କବିତା
ଗଳ୍ପ
ପ୍ରବନ୍ଧ
ପୁସ୍ତକ
ଲଗ୍ ଇନ୍
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଜୟ ଜଗନ୍ନାଥ
ଡ଼ ସ୍ୱର୍ଣ୍ଣଲତା ଲେଙ୍କାଙ୍କ ଶୃଙ୍ଖଳା · ୮ ଭାଗ
ଭାଗ ୧
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏1 ହେ ନାଥ ନାରାୟଣ ଘେନ ପୁଣ୍ୟ ପୂର୍ଣ୍ଣିମା ରେ ସାଷ୍ଟାଂଗ ପ୍ରଣାମ... ହେ ପୁଣ୍ୟ ର ଠାକୁର ହେ ଜଗତର ନାଥ.. ଧୋଇ ଦିଅ ମନରୁ କଳୁଷ ଜୀବନ ହେଉ ଧନ୍ୟ ହେ ଆର୍ତ୍ତତ୍ରାଣ ପୁଣ୍ୟ ଭାବନା ଭରି ଦିଅ ଭାବକୁ ନିକଟ ତୁମେ ଅଭାବକୁ ଅଟ ଦୂର। ହେ ଭାବର କଳା ଠାକୁର...! ଗାଳି ସହିଥାଅ ତୁମେ ଗର୍ବ ସହି ନ ପାର ହେ ଗର୍ଵ ଗଞ୍ଜନ! ମନରୁ ଗର୍ଵ ଇର୍ଷା ପରଶ୍ରୀକାତରତା ହରି ନିଅ ସବୁ କଳୁଷ…
କବିତା · ୧ ମିନିଟ୍ ପଢ଼ା
ମାଗଣା
ଭାଗ ୨
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏୧ ଶୀର୍ଷକ ଶରଧାବାଲି.. ଶରଧାବାଲି ରେ ଭାରି ଶରଧା ମୋ ଆସିଛି ଶ୍ରୀ କ୍ଷେତ୍ରକୁ.. ଶରଧା ରେ ମୁଠାଏ ଛୁଇଁ ବି ତରିଯିବି ଚିର କାଳ କୁ..
କବିତା · ୧ ମିନିଟ୍ ପଢ଼ା
ମାଗଣା
ଭାଗ ୩
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏1 ସନ୍ଧ୍ୟା ଆଳତୀ ରେ କୋଟି ଦଣ୍ଡବତ 🙏 ହେ କୃଷ୍ଣ ଗୋବିନ୍ଦ ହରେ ମୂରାରୀ ହେ ନାଥ ନାରାୟଣ... ତୁମେ ଜଗନ୍ନାଥ ତୁମେ ଜଗନ୍ନାଥ ତୁମେ ଭଗବାନ ତୁମ ହାତେ ଗଢା ମୁଁ ନାରୀ ଟିଏ ମାତ୍ର..... ତୁମ ପାଦେ ସମର୍ପିତ ମଣିଷ ଜୀବନ ଜାଣ। ମୋର ମୋର ହୋଇ ସମୟ ସରି ଆସିଲା ମୋହ ଛାଡ଼ିଲେ ମଣିଷ ତୁମକୁ ଖୋଜିଲା। ସଂସାର ଜଞ୍ଜାଳ ରୁ ତ୍ରାହି ନାହିଁ ଭଗବାନ କେମିତି ନାରୀ ଟିଏ ଲେଖିବ ତୁମରି ଜଣାଣ…
କବିତା · ୧ ମିନିଟ୍ ପଢ଼ା
ଭାଗ ୪
୧/ଜୟ ଜଗନ୍ନାଥ
୧/ଜୟ ଜଗନ୍ନାଥ ଶୀର୍ଷକ "ଆର୍ତ୍ତତ୍ରାଣ ମହାବାହୁ" ଆର୍ତ୍ତତ୍ରାଣ ହେ ମହାବାହୁ! ଦୁଃଖଦେଲ ଦୁଃଖନାଶନ କହିବି କାହାକୁ ଆଉ ଭାସିଗଲି ଭବ ଜଳରେ ତୁମେ ପ୍ରଭୂ ଥାଉଥାଉ ଆରତନାଶନ ହେ ଦୁଃଖ ଶୁଣ ବାରେ ମୋର ତୁମେ ଥାଉଥାଉ ହେଵିକି ଅନାଥ ନାରାୟଣ । ବଳିଗଲା ଦୁଃଖ ବେଳୁ ବେଳୁ ହେ ଜଗନ୍ନାଥ ପତିତ ଉଦ୍ଧାର ପାଇଁ ତୁମେ ସିନା ପତିତପାବନ ଆରତେ ଡାକି ଥିଲା ଗଜ ଉଦ୍ଧାରଣ କରିଦେଲ ଆରତେ ଡାକିଲା ମୃଗୁଣୀ ନିଆଁରୁ ଉଦ୍ଧାରି…
କବିତା · ୧ ମିନିଟ୍ ପଢ଼ା
ଭାଗ ୫
୩ଜୟ ଜଗନ୍ନାଥ
୩ଜୟ ଜଗନ୍ନାଥ 🙏🏼 ଶୀର୍ଷକ "ଆବାହନ" ପାହିଲା ରଜନୀ ହେଲା ପ୍ରଭାତ କୋଟି ପ୍ରଣତି ରେ ନାଥ ହେ ତୁମ ପାଦେ ହେଲି ସମର୍ପିତ। ସୁନ୍ଦର କର ପ୍ରଭୁ ଶ୍ୟାମ ସୁନ୍ଦର ତୁମର ସୃଷ୍ଟିକୁ ତୁମେ ସୁନ୍ଦର କର ହସି ଉଠୁ ଏ ସକାଳ ଆନନ୍ଦ ଭର ମଣିଷ ହୃଦୟକୁ ସରଳତା କର । ଆନନ୍ଦମୟ ହେ! ଭରି ଦିଅ ପ୍ରାଣେ ଅଫୁରନ୍ତ ପୁଲକ ହସି ଉଠୁ ପ୍ରଭାତରୁ ସବୁ ଜୀଵନ ତୁମ କରୁଣା ବଳରେ ହେ ଜଗନ୍ନାଥ ଜ୍ୟୋତିମୟ ହେଉ ଏଇ…
କବିତା · ୧ ମିନିଟ୍ ପଢ଼ା
ଭାଗ ୬
୪ ଜୟ ଜଗନ୍ନାଥ
୪ ଜୟ ଜଗନ୍ନାଥ 🙏🏼 ଶୀର୍ଷକ "ଥକା ମନ" ସକାଳ ପ୍ରଣତି ଘେନ ହେ ନାଥ ତୁମ ପୟରେ ମୁଁ ସମର୍ପିତ। ଏ ଜୀବନ ତରୁଡାଳେ ନିତି କାନ୍ଦେ କପୋତ ବାହୁନି ବାହୁନି.. ଜୀଵନ ନୈକା ରେ କାତମାରି ମାରି ନାଉରୀ ଥକିଲାଣି ପୁଣି। ବିଷମ ସମସ୍ୟା ଘେରରେ ଜୀଵନ ଉଦ୍ଧାର ଉଦ୍ଧାର ଚକ୍ର ପାଣି ତୁମ ବିନା ଆଗକୁ ପଥ ଦିଶୁନି ହେ ପଥ ପ୍ରଦର୍ଶକ ! ନିଅ ହାତ ଧରି। ସଂସାର ହାଟେ ନିତି ତେଲ ଲୁଣର ସୈ।ଦା କିଣି କିଣି ଥକି ଗଲାଣି…
କବିତା · ୧ ମିନିଟ୍ ପଢ଼ା
ଭାଗ ୭
୧୩/ଜୟ ଜଗନ୍ନାଥ
୧୩/ଜୟ ଜଗନ୍ନାଥ 🙏🏼 କୋଟି ଦଣ୍ଡବତ ଘେନ ହେ ଜଗନ୍ନାଥ ଶୀର୍ଷକ "ମଣିମା ଶୁଣିମା ହେଉ" ମଣିମା ଶୁଣିବା ହେଉ ଗୁହାରି ମୋର ଅଥଳ ସାଗରେ ଆଜି ଜୀବନ ଅସ୍ଥିର ସଂସାର ସାଗରେ ବୁଡି ଗଲି ହେ ନାଥ ଉଦ୍ଧାର ବାସୁଦେବ ହେ ପ୍ରଭୁ ଜଗନ୍ନାଥ। ମଣିମା ଶୁଣିବା ହେଉ ଗୁହାରୀ ମୋର ଵୁଡିଯାଉଛି ସଂସାର ନାବ କୂଳକୁ କର ଧର୍ମ କାନ୍ଦୁଛି ଦାଣ୍ଡରେ ପ୍ରଭୁ ଧର୍ମ କାନ୍ଦୁଛି ଅଧର୍ମ କଳିରେ ଅଟ୍ଟହାସ୍ୟ କରି ଚାଲିଛି। ପାପ ପଙ୍କରେ ମଣିଷ ଵୁଡି…
କବିତା · ୧ ମିନିଟ୍ ପଢ଼ା
ଭାଗ ୯
୫୪..ଜୟ ଜଗନ୍ନାଥ
୫୪..ଜୟ ଜଗନ୍ନାଥ... ସର୍ବ ମୂଳେ ତୁମେ ହେ ଜଗନ୍ନାଥ କରେ ତୁମକୁ କୋଟି ପ୍ରଣିପାତ ଅନେକ ରୂପରେ ଗୋଟେ ତୁମେ ଦାରୁବ୍ରହ୍ମ. ।
କବିତା · ୧ ମିନିଟ୍ ପଢ଼ା
ମୂଳପୃଷ୍ଠା
ସବୁ ଲେଖା
ପାଠାଗାର
ଲଗ୍ ଇନ୍
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା