ଲୋଡ୍ ହେଉଛି…
ଲୋଡ୍ ହେଉଛି…
ତୁମେ - ଡ଼ ସ୍ୱର୍ଣ୍ଣଲତା ଲେଙ୍କା | ମୋ କଲମ
ମୋ କଲମ
ଲେଖକ
କବିତା
ଗଳ୍ପ
ପ୍ରବନ୍ଧ
ପୁସ୍ତକ
ଲଗ୍ ଇନ୍
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ତୁମେ
ଡ଼ ସ୍ୱର୍ଣ୍ଣଲତା ଲେଙ୍କାଙ୍କ ଶୃଙ୍ଖଳା · ୧୧ ଭାଗ
ଭାଗ ୧
ତୁମେ
ତୁମେ ଆଉ ମୁଁ... ଦୁଇଟି ସମାନ୍ତରାଳ ସରଳ ରେଖା.. ମିଶିବାନି କେବେ...!
କବିତା · ୧ ମିନିଟ୍ ପଢ଼ା
ମାଗଣା
ଭାଗ ୨
ତୁମେ
ତୁମେ...୬ ତୁମେ ଅଛ କେତେ ଦୂରେ ମୁଁ ଜାଣେନା... ନିତି ମୋ ହୃଦୟ ବିନା ତୁମକୁ କେଉଁଠି ଖୋଜେ ନା..। ନ ଥାଅ ମୋ ପାଶେ ପଛେ ନ ହୋଇ ଥାଅ ନିଜର..... ତଥାପି ଏ ହୃଦୟ ରେ ତୁମେ ଯେ ଆପଣାର..। ସୂରୁଜ ଉଇଁଲେ ତୁମେ ଆସ ସୁନେଲି କିରଣେ .... ସୁନ୍ଦର ଫୁଲ ରେ ଆଉ ପକ୍ଷୀ ର କାକଳିମା ରେ....…
କବିତା · ୧ ମିନିଟ୍ ପଢ଼ା
ମାଗଣା
ଭାଗ ୩
ତୁମେ
ତୁମେ ...୮ ତୁମେ ନୀଳ ନୀଳ ଆକାଶ ରେ ଭଷା ଭାଷା ବାଦଲ... ମୁଁ ପାହାଡି ଝରଣା ଟିଏ ତୁମେ ବରଷି ଗଲେ ଦୂର ଆକାଶ ରୁ ମୁଁ କୁଳୁକୁଳୁ ହୋଇ ବୋହି ଯାଏ..। ତୁମେ ଆଷାଢ଼ ର ପହିଲି ଛୁଆଁ ମୁଁ ଭିଜା ମାଟିର ମହମହ ବାସ୍ନା.. ତୁମେ ବରଷି ଗଲେ ମୁଁ ପ୍ରୀତିରେ ଭିଜିଯାଏ ସିନା....। ତୁମେ ବିନ୍ଦୁ ବିନ୍ଦୁ ବର୍ଷାର ଟୋପା ମୁଁ ଚାତକ ଆଖିର ଆତୁରତା ତୁମ ସ୍ପର୍ଶ ରେ ମେଣ୍ଟିଯାଏ ମୋର…
କବିତା · ୧ ମିନିଟ୍ ପଢ଼ା
ଭାଗ ୪
ତୁମେ..!( ଭାଗ
ତୁମେ..!( ଭାଗ୯) ତୁମେ ନିଦୁଆ ଆଖିରେ ସ୍ୱପ୍ନ ର ନାୟକ... ଆସ ଖିଆଲି ମନରେ... ପ୍ରିତିର ଗୋଲାପ ଫୁଟାଇ.. ରଜନୀଗନ୍ଧା ର ବାସ ମହକାଇ ହୃଦୟ କୁ ଚୋରି କରି... ଭାବପ୍ରବଣତା ରେ.. ଉବୁଟୁବୁ କର... ଏ ଆଖିରେ ଅନେକ ରଙ୍ଗିନ୍ ସପନ ଵୁଣି ଚାଲ.. କିଛି ନାହିଁ ତୁମ ମୋ ଭିତରେ କେଵଳ ମିଛିମିଛିକା ବୋହୁ ଚୋରି ଖେଳ...। ତୁମେ ! ଛୁଇଁ ଯାଅ ହୃଦୟ କୁ ଓଦା କରିଦିଅ ପ୍ରେମ ବର୍ଷା ରେ…
କବିତା · ୧ ମିନିଟ୍ ପଢ଼ା
ଭାଗ ୭
ତୁମେ
ତୁମେ ....୧୦ ତୁମେ ! ଏ ମଉଳା ମନରେ ତୁମେ ସୁନ୍ଦର ଗୋଲାପ ଟିଏ ମନ ଉପବନରେ. ତୋଳିବାର ଅଦମ୍ୟ ଇଛାଶକ୍ତି ଆଗରେ ମୁଁ ହାରିଥାଏ ଥରକୁ ଥର ଅନିଛା ସତ୍ତ୍ୱେ ଛୁଇଁ ଦିଏ ପାଏ ପଛେ କଣ୍ଟାର ଆଘାତ.. ଝରିଯାଏ ଲହୁ କ୍ଷତାକ୍ତ ହେଉ ପଛେ ହାତ....। ତୁମେ! ତୁମେ ଏ ସ୍ବପ୍ନିଳ ଆଖିରେ ରଙ୍ଗର ମଧୁଶାଳାରେ ରଙ୍ଗ ର ପିଆଲା.. ମହୁଲି ନିଶାରେ ପିପାସା ଜାଗେ ଇଛା କରେ ପିଇବାକୁ.. ନିଶାରେ ଟଳମଳ ପାଦ ତଥାପି…
କବିତା · ୧ ମିନିଟ୍ ପଢ଼ା
ଭାଗ ୮
ତୁମେ
ତୁମେ ..୧୧ ତୁମେ ମୋ ଆଖିର ଏମିତି ସ୍ୱପ୍ନ ଟିଏ... ରଙ୍ଗିନ ନିଶାରେ ଟଳମଳ କରେ ଯିଏ... ନିଶାରେ ସରେ ଜହ୍ନି ଫୁଲିଆ ମହୁଲି ରାତି.... ଭାଵି ଭଵି ସରିଯାଏ ଦିନ ତମାମ ତାତି. କୁହେଳିକା ତୁମ ପ୍ରେମ ତୁମେ ସତେ ଆକାଶ କୁସୁମ ମରୁ ମରିଚିକା ଖାଲି ପାଣି ଦିଶେ ପଥିକ ସିନା ତୁଷାର୍ତ ଜଳ ଟୋପେ ମିଳେନାହିଁ..। ତୁମେ .....! ତୁମେ ଏମିତି ଭାଵନା ଟିଏ ଜୀବନ ବେଳାଭୂମି ରେ ଭେଟେ ସଞ୍ଜ…
କବିତା · ୧ ମିନିଟ୍ ପଢ଼ା
ଭାଗ ୯
ତୁମେ
ତୁମେ ..୧୧ ତୁମେ ଜାଳିଦିଅ ଏତେ ସତେ ତୁମେ ଫଗୁଣ ହାଏ ମୁଁ କୃଷ୍ଣ ଚୂଡା ଟିଏ.. ତୁମେ ଏମିତି ଭିଜାଅ ମୋତେ ଆହାଃ ଶ୍ରାବଣର ମିଠା ଛୁଆଁ ସତେ..!
କବିତା · ୧ ମିନିଟ୍ ପଢ଼ା
ଭାଗ ୧୦
ତୁମେ
ତୁମେ ୧୨ ତୁମକୁ ଭାବିଲେ ତୁମେ ତ ଆସନି ତୁମ ସ୍ମୃତି ଖାଲି କାହିଁ ଆସିଯାଏ ଏଣୁତେଣୁ ସେଇ ଗୋପନ କଥା ଭାବନା ରେ ସାଉଁଟି ଥାଏ .। ତୁମେ ରହିପାର ନୀରବ ହୋଇ ମୁଁ କାହିଁକି ରହି ପାରେ ନାହିଁ.. କାହିଁକି କେଜାଣି ଏମନେ ରହିଲ ଅଲିଭା ଗାରଟି ହୋଇ। ପ୍ରେମରେ କି ସାଥୀ ଏମିତି ହୁଏ ଜଣେ ଭୁଲି ଗଲେବି ଆନ ଜଣେ ଭାବୁଥାଏ. ଦେଖୁନ କଇଁକୁ ଜହ୍ନ କୁ ଚାହିଁ ଥାଏ ପୂର୍ଣ୍ଣିମା ହେଲେ ଜହ୍ନ ସାଗର କୋଳେ ଶୋଇ…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୧
ତୁମେ
ତୁମେ ୧୩ ତୁମେ ତ ଭିଜି ନାହଁ ବର୍ଷାରେ କେଵେ ତୁମେ କି ବୁଝିବ ଭିଜିଵାର ମଜା.. ତୁମେ ତ ଦେଖିନାହିଁ ରଙ୍ଗିନ ସପନ ଟିଏ ତୁମେ କି ଜାଣିବ ସ୍ୱପ୍ନ ରେ ହଜିବା କଥା ଦେଇ ନାହଁ ହୃଦୟ କାହାକୁ ଯଦି କେମିତି ଜାଣିବ ଦେବାରେ ଆନନ୍ଦ କେତେ.. କାନ୍ଦି ନାହଁ ଯଦି ହୃଦୟ ଖୋଲି କେମିତି ବୁଝିବ ଲୁହର ଓଜନ କେତେ.. ପ୍ରେମୀ ଟିଏ ହୋଇଥିଲେ ଜାଣି ଥାଆନ୍ତ ପ୍ରେମରେ ଦରଜ କେତେ.. କାହିଁକି ଶାହାଜାହାନ ତାଜ ମହଲ ଗଢିଥିଲେ..।…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୨
ତୁମେ
ତୁମେ..୧୪ ହଁ ତୁମେ ..! ସେଦିନ ଦେଇଥିଲି ମୋ ମନେ ମହୁଲି ନିଶା ଭରି.. ସେ ନିଶାରେ ଆଜି ଯାଏ ହୁଏ ମୁଁ ଘାରି.. ଦେଇଥିଲ ଅତର ମିଶା ଏକ ଗୋଲାପି ଚିଠି ଏବେ ବି ମୋ ପାଖରେ ସାଇତା ତୁମ ଚିଠି ଗଲାଣି ଲୁହରେ ଭିଜି ଭିଜି.. ଦେଇଥିଲେ ଆଶ୍ୱାସନା ମୋତେ କେତେ ନିଜର ନଜିର ଭାବ ଥିଲା ସତେ.. ଦେଖାଇଥିଲ ଦୂର ଦିଗ୍ଵ ବଳୟ ତଳେ ତୁମ ଗାଁ.. ଦେଖିଥିଲି ତୁମ ଗାଁ ରେ ମୋ…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୩
ତୁମେ
ତୁମେ..୧୫ ଆଖି ଯେବେ ମୋର ଅଧା ମୁଦି ହୋଇଯାଏ.. ଛାଇ ଛାଇ ସେ ନିଦ ତୁମପାଖକୁ ନେଇ ଯାଏ..। ସ୍ୱପ୍ନ ଯେବେ ଆସି ଅଳସ ଭାଙ୍ଗେ ଏ ଆଖିରେ ତୁମ ସ୍ୱପ୍ନ ରେ ଵିଭୋର ମୋର ଏ ମନ ହୋଇଯାଏ..। ନିଘୋଡ଼ ନିଦରେ ଶୋଇଗଲାପରେ ତୁମ ସ୍ମୃତି ଆସି ଆଖି ମାରେ... ନିଦ ବାଉଳା ରେ ତୁମ ସାଥେ ଏଣୁ ତେଣୁ କିଛି କଥା ହେଉଥାଏ…। ଏ ହୃଦୟ ଟା ଦେଇଦେଲା ପରେ ଶୂନ୍ୟ ହୃଦୟ ରେ ତୁମ ଛାଇ ରହିଯାଏ କାହିଁକି ଏମିତି…
କବିତା · ୧ ମିନିଟ୍ ପଢ଼ା
ମୂଳପୃଷ୍ଠା
ସବୁ ଲେଖା
ପାଠାଗାର
ଲଗ୍ ଇନ୍
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା