ଲୋଡ୍ ହେଉଛି…
ଲୋଡ୍ ହେଉଛି…
ସମ୍ପର୍କ - ଡ଼ ସ୍ୱର୍ଣ୍ଣଲତା ଲେଙ୍କା | ମୋ କଲମ
ମୋ କଲମ
ଲେଖକ
କବିତା
ଗଳ୍ପ
ପ୍ରବନ୍ଧ
ପୁସ୍ତକ
ଲଗ୍ ଇନ୍
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ସମ୍ପର୍କ
ଡ଼ ସ୍ୱର୍ଣ୍ଣଲତା ଲେଙ୍କାଙ୍କ ଶୃଙ୍ଖଳା · ୧୩ ଭାଗ
ଭାଗ ୧
ସମ୍ପର୍କ
ସମ୍ପର୍କ...୨ କେବେ ଛଳଛଳ ଉଛୁଳା ନଈଟିଏ କେଵେ ଆଗକୁ ସେ ବୋହି ଯାଏ.. କେବେ ଆକାଶର ଜହ୍ନ ପରି ଛନଛନ ଭାରି ସୁନ୍ଦର ମନକୁ ମୋହି ନିଏ ଜୋର ରେ ଭିଡିଦେଲେ ସମ୍ପର୍କ ର ରଜ୍ଜୁ ଛିଣ୍ଡି ଯାଏ.. ଅତି କୋମଳ ରେ ଧରିଲେ ଖସି ଯାଏ... ଧରିପାରିଲେ ଅତି ଆଦରରେ ଵନ୍ଧା ପଡ଼ିଯାଏ ସେ ପଣତ ପାଖରେ... ସମ୍ପର୍କ.....! ଦୁଇ ମନର ହୃଦୟ ର ସେତୁ ଟିଏ ଦରକାର ନାହିଁ ପଥର ସିମେଣ୍ଟ ବସ୍ତା ଟିଏ…
କବିତା · ୧ ମିନିଟ୍ ପଢ଼ା
ମାଗଣା
ଭାଗ ୨
ସମ୍ପର୍କ
ସମ୍ପର୍କ (୩) ତୁମ ମୋ ଭିତରେ ସମ୍ପର୍କ ହୃଦୟ ସହ ହୃଦୟ ର ମିଳନ ନାହିଁ ସେଠି କିଛି ଭେଦଭାବ ସମାଜର ବାଛବିଚାର.... ନୀରବ ରେ କିଛି କୁହେ ଏ ହୃଦୟକୁ ତୁମକୁ ଶୁଭିଯାଏ ସେଠି ଏମନର ଭାବନା ଛୁଇଁ ଯାଏ ତୁମକୁ ତୁମ ଭାବନା ଛୁଇଁ ଯାଏ ମୋତେ...। ଏଇ ତ ସମ୍ପର୍କ..! ଦୂର ଆକାଶରେ ଚାନ୍ଦ ଛୁଇଁ ଯାଏ ପଙ୍କ ପୋଖରି ର କଇଁ କୁ.. ସୂର୍ଯ୍ୟ ଘୂରାଏ ତା ଇଛାରେ ପୃଥିବୀର ସୂର୍ଯ୍ୟ ମୁଖି କୁ ସୂର୍ଯ୍ୟ ର ଆଗମନରେ…
କବିତା · ୧ ମିନିଟ୍ ପଢ଼ା
ମାଗଣା
ଭାଗ ୩
ସମ୍ପର୍କ
ସମ୍ପର୍କ ୫ ମନ ଖୋଜେ ମନ ଟିଏ ହୃଦୟ ଖୋଜେ ହୃଦୟ.. ଆଖି ଖୋଜେ ଆଖି ଟିଏ ସମ୍ପର୍କର ମାନେ ବୁଝେ ଯିଏ। ବୁଝିଛି ବୋଲି ତୁମକୁ ମୁଁ ତୁମ ପାଖେ ଛାଇ ଟିଏ.. ସମ୍ପର୍କ ବୁଝେ ବୋଲି ଛାଇ ପରା ସାଥେ ଚାଲିଯାଏ..। ଝଡ଼ ହେଉ କି ହେଉ ବର୍ଷା ମନ ଧାଇଁ ଯାଏ ତୁମ ପାଖେ ସମ୍ପର୍କ ପାଇଁ ସିନା ହୃଦୟ ତୁମକୁ ଖୋଜେ..। ତୁମ ଆଖି ଲୁହ ମୋ ଆଖିରୁ ଝରିପଡେ ତୁମ ପାଦେ କଣ୍ଟା ଫୁଟି ଗଲେ ମୋ ପାଦରୁ ରକ୍ତ ଝରେ..।…
କବିତା · ୧ ମିନିଟ୍ ପଢ଼ା
ଭାଗ ୪
ସମ୍ପର୍କ
ସମ୍ପର୍କ ୭ ଆକାଶ ଵାଦଲର ଧରେ ଆଜିବି କୋଳରେ ଆକାଶ ବାଦଲ କୁ..
କବିତା · ୧ ମିନିଟ୍ ପଢ଼ା
ଭାଗ ୫
ସମ୍ପର୍କ
ସମ୍ପର୍କ... ୭ ତୁମେ ମୋ ଭିତରେ କି ସମ୍ପର୍କ..? ସକାଳ ରେ ତୁମେ ସନ୍ଧ୍ୟା ରେ ତୁମେ ନିଛାଟିଆ ରେ ତୁମେ କୋଳାହଳ ରେ ବି ତୁମେ... ମୋ ଭାବନାରେ ତୁମେ,ମୋ ସ୍ୱପ୍ନ ରେ ବି ତୁମେ. ଜୀବନ ର ଗଳିକନ୍ଦିରେ ଖାଲି ତୁମେ ଆଉ ତୁମେ ଏତେ ଆତ୍ମିୟତା ଏ କି ସମ୍ପର୍କ.. ଯାହାର ନାଁ ନାହିଁ ଯାହାର ସ୍ଥିତି ନାହିଁ ଯେଉଁ ସମ୍ପର୍କ ର ପରିଚୟ ନାହିଁ..। କଣ ସେ ସମ୍ପର୍କ କହି ପାରଵ ତୁମେ! ନା ମ ତୁମେ ବି କଣ ଜାଣିଛ ଯେ…
କବିତା · ୧ ମିନିଟ୍ ପଢ଼ା
ଭାଗ ୬
ସମ୍ପର୍କ
ସମ୍ପର୍କ...୮ ସମ୍ପର୍କ କେତେ ମିଠା ସତେ ଅନୁଭବି ପାରେ ଜାଣି..... ଅନ୍ତରୁ ଅନ୍ତର ହୋଇଗଲେ ଅନ୍ତର ହୃଦୟ ହୁଅଇ ହାଣି.. ହୃଦୟ ରୁ ହୃଦୟ କୁ ଛୁଇଁ ଯାଏ ଥାଅ ଯେତେ ଦୂରେ.... ସମ୍ପର୍କ ର ପରିଭାଷା କେତେ ସୁନ୍ଦର ଯିଏ ବୁଝି ପାରେ..। ମାନସ ପଟରେ ଅଙ୍କା ଥାଏ ଛବି ଏକ ହୃଦୟ ର କଥା ଆନ ହୃଦୟ ପାରେ ସହଜେ ବୁଝି.. ବିପଦ ଆପଦେ ଦରକାର ଆସେ ସମ୍ପର୍କ ଟିଏ ଗଢିଥିଲେ ଖୋଜି। ନୀରବତା…
କବିତା · ୧ ମିନିଟ୍ ପଢ଼ା
ଭାଗ ୭
ସମ୍ପର୍କ
ସମ୍ପର୍କ..୯ ସମ୍ପର୍କ ତୁମ ମୋ ଭିତରେ ଠିକ୍ ଆକାଶ ଆଉ ନୀଳିମା ସାଗର ଆଉ ଲହରି... ଚାନ୍ଦ ଆଉ ଚାନ୍ଦିନୀ.. ଫୁଲ ଆଉ ରଙ୍ଗ ..... ଶୀତ ଆଉ କୁହୁଡି..... ମେଘ ଆଉ ମୟୁର.... ଆମ୍ବ ବଉଳ ଆଉ ଫଗୁଣ....। ତୁମ ମୋ ସମ୍ପର୍କ... ହୋଇପାରେ କେଉଁ ଏକ ଦୁର୍ବଳ ମୁହୂର୍ତ୍ତର...ତଥାପି କିଛି ହୃଦୟ ର ଆବେଗ ମମତାର ସେତୁ ଟିଏ... ସମ୍ପର୍କ ର ମାନେନା ତୁମେ ବୁଝାଇ ପାରିବ ନା ମୁଁ.. ତଥାପି…
କବିତା · ୧ ମିନିଟ୍ ପଢ଼ା
ଭାଗ ୮
ସମ୍ପର୍କ
ସମ୍ପର୍କ...(୧୦) ଏଇତ ସମ୍ପର୍କ ଟାଣି ନିଏ ଅନେକ ଦୂରକୁ .. ଛୁଇଁ ଯାଏ ଢେଉଟିଏ ପରି ହୃଦୟ ବେଳାଭୂମି କୁ। ଭାବ ବିହ୍ଵଳିତ କରି ଦିଏ ମନର ଆବେଗ କୁ ମିଠା ମିଠା କରିଦିଏ ଏଇ ଜୀବନ କୁ....। ଶବ୍ଦ ର ଚୁମ୍ବକ ଟାଣି ନିଏ .. ଏକ କରେ ଦୁଇଟି ହୃଦୟ ମମତାର ବାରିଧି ରେ ପ୍ଲାବିତ କରେ ଜୀବନ କୁ। ନଥାଏ ମାନ ଅଭିମାନ ଇର୍ଷା କି କାତରତା ଖାଲି ଥାଏ ମନରେ ପ୍ରେମ ଦୁଇଟି ଖିଆଲି ମନ…
କବିତା · ୧ ମିନିଟ୍ ପଢ଼ା
ଭାଗ ୯
ସମ୍ପର୍କ ୧୦
ସମ୍ପର୍କ ୧୦.. ଦୁଇଟି ମନ କୁ ବାନ୍ଧି ରଖିଥିବା ରଜ୍ଜୁ... ମରିଯାଇଥିବା ମନରେ ଖିଣ ଆଶା ଟିଏ ଯାହା ଥାଏ ମଣିଷ ସହ ମଣିଷ ର ଏଇ ଟିକେ ମିଠା କଥା ଆଉ କିଛି ସମବେଦନା ସାନ୍ତ୍ୱନା... ମନଟା ଏମିତି ଅବୁଝା ଯେ ନିଜେ ଜମା ଵୁଝେନି କିଏ ନିଜର ହୋଇ ଵୁଝାଇଦେଲେ ସେ ଵୁଝିଯାଏ.... ସେଇଠି ସମ୍ପର୍କ ର ସେତୁ ଗଢିଉଠେ.. କିଛି ନାହିଁ ଏଇ ବଞ୍ଚିବା ପାଇଁ ଟିକେ ସାହାରା
କବିତା · ୧ ମିନିଟ୍ ପଢ଼ା
ଭାଗ ୧୦
ସମ୍ପର୍କ
ସମ୍ପର୍କ..୧୧ ଏଇ ତ ସମ୍ପର୍କ ତୁମ ମୋ ଭିତର ଦୁଇଟି ଦେହ ଦୁଇଟି ହୃଦୟ ଗୋଟିଏ ମନ । ଜଣକ ପାଇଁ ଆନ ଜଣଙ୍କ ର ସ୍ପନ୍ଦନ ଚାଲେ.. ଜଣଙ୍କ ମିଠା କଥାରେ ଆନ ଜଣେ ବିମୋହିତ ହୁଏ। କହିବା ଆଗରୁ ଆଉ ଜଣେ ବୁଝିଥାଏ ପଡ଼ିଯିବା ଆଗରୁ ଆଉ ଜଣେ ହାତ ଧରି ନିଏ ହାରିବା ଆଗରୁ ଆଉ ଜଣେ ଜଣକୁ ଜିତିବାକୁ ଚେଷ୍ଟା କରେ। ଜଣଙ୍କ ଆଖିର ଲୁହରେ ଆଉ ଜଣେ କାନ୍ଦିଉଠେ। ଖୋଜିବା ମାତ୍ରେ ଆସେ…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୧
ସମ୍ପର୍କ
ସମ୍ପର୍କ ୧୨ ଏତେ ସହଜ ନୁହେଁ ବସା ବାନ୍ଧିବା କାହାର ମନରେ ବାଇଚଢେଇ ବସା ପରି ଝଡ ଆସିଲେ ବି ସେମିତି ରହିଥାଏ ଏ ସମ୍ପର୍କ ଟାଣି ନିଏ କେତେ ଦୂରକୁ ସତେ ସାତ ଦରିଆ ପାରି ହୋଇ ସମ୍ପର୍କ ଗଢିଉଠେ.. ଟିକେ ଅବିଶ୍ୱାସ ରେ ଭାଙ୍ଗି ଯାଏ ବାନ୍ଧି ରଖିବା ଭାରି କଷ୍ଟ ନୁହେଁ କି? ସମ୍ପର୍କ ଗଢ଼ିଥିଲା ତାଜଜମହଲ ଆଜି ସମ୍ପର୍କ ମାନେ ବହୁତ ଶସ୍ତା ସଂସାର ହାଟରେ ସମ୍ପର୍କ ର…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୨
ସମ୍ପର୍କ
ସମ୍ପର୍କ ୧୬ ଦୁଇଟି ମନର ଆବେଗ ଛାତି ତଳେ ଦୁଇଟି ମୁହଁ ଵୁଡିଆଣି ଜାଲ ପରି ଛନ୍ଦି ହୋଇ ଯାଏ ଜୀବନ। କେଉଁଠି ଆରମ୍ଭ କେଉଁଠି ହୁଏ ଶେଷ ଜଣାନାହିଁ କେବେ ଅଣନିଃଶ୍ବାସୀ କରିଦିଏ କେବେ ହୃଦୟ ତରଳାଇ ଦିଏ କେବେ ଆତୁର କେବେ ଭୟାତୁର । କେବେ ମନ ଆନ୍ଦୋଳିତ କରେ ସମ୍ପର୍କ ଜୋର୍ କରି ଧରିଲେ ଛିଣ୍ଡି ଯାଏ ହାଲକା ରେ ଖସିଯାଏ ମମତାରେ ମଜ୍ଜଭୂତ ହୁଏ ମାନ ଅଭିମାନ ଲାଭ କ୍ଷତିର ହିସାବ ନ ଥାଏ ସ୍ୱ।ର୍ଥ ଠାରୁ ବହୁ…
କବିତା · ୧ ମିନିଟ୍ ପଢ଼ା
ଭାଗ ୧୩
ସମ୍ପର୍କ
ସମ୍ପର୍କ...21 ଅନେକ ସମ୍ପର୍କ ଭିତରେ ତୁମେ ଯେ ନିଆରା ମୋ ପାଇଁ ଅନେକ ଭିଡ ଭିତରେ ତୁମକୁ ଖୋଜୁଛି ମୁହିଁ। କେଉଁ ଜନ୍ମର ସାଥି ଟିଏ ତୁମେ ଏ ଜନ୍ମରେ ବନ୍ଧୁ ଟିଏ ମୋ ମନ କଥାକୁ ବୁଝିପାରେ ଅତି ସହଜରେ ଯିଏ। କେଉଁଠୁ ଆଣି ସମ୍ପର୍କ କେଉଁଠି ପହଞ୍ଚାଇ ଦିଏ ସତେ ସମୁଦ୍ର ର ନୀଳ ତରଙ୍ଗ ଏଇ ସମ୍ପର୍କ ଡୋରି ଟିଏ। ନଥାଉ ରକ୍ତ ସମ୍ପର୍କ ତଥାପି ବନ୍ଧୁ ତୁମେ ମୋ ନିଜର ନଥାଉ ପରିଚୟ ଏଇ ସଂସାରେ ତଥାପି ସମ୍ପର୍କ…
କବିତା · ୧ ମିନିଟ୍ ପଢ଼ା
ମୂଳପୃଷ୍ଠା
ସବୁ ଲେଖା
ପାଠାଗାର
ଲଗ୍ ଇନ୍
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା
ମାଗଣା