କବିତା
ଜୟ ଜଗନ୍ନାଥ 🙏🏻 କୋଟି ପ୍ରଣତି ଘେନ ହେ ନାଥ ତୁମ ପାଦେ ହୋଇଲି ସମର୍ପିତ ଭାବ ଦିଅ ଠାକୁର ଅଭାବି ମଣିଷ ତୁମ ଭାବନାରେ ରଖ ଜଗଦୀଶ ବଳି ପଡିଲେ ଦୁଃଖ ତୁମକୁ କୁହେ ଆନ ଭାବନାରେ ମନେ ନ ରହେ। ଡେରି ହୋଇଗଲେ ଭଲ ଲାଗେନା ମନ ହୋଇଯାଏ ମୋର ଆନମନା ଦିଅ ହେ ନାଥ ଭାବନା ମୋତେ ଶବ୍ଦ ଆସୁ ଲେଖେ ଭଜନ ଯେତେ। ତୁମେ ପରା ଓଁକାର ଶବ୍ଦରେ ଅଛ ଦିଅ ଅକ୍ଷର ଯୋଡି ହେଉ ଭଜନ ନେଉଛ ଯୁଆଡ଼େ ତ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏼 ସକାଳ ପ୍ରଣତି ଘେନ ହେ ଜଗନ୍ନାଥ ମନ ରହୁ ସଦା ତୁମ ପାଖେ ସମର୍ପିତ । ସୁଖ ନିଦ୍ରା ଭାଗିଗଲା ପରେ ଦୁଃଖର ଚାଦର ମନକୁ ଵେଢେ ମଇଳା ଚାଦର କାଢିବା ପାଇଁ ତୁମକୁ ପ୍ରଭୁ ହେ ସ୍ମରଣ କରେ ଦରଜ ମନେ ପରା ତୁମେ ଶାନ୍ତିର ମଲମ ଭଙ୍ଗା ହୃଦୟେରେ ତୁମେ ଦୃଢ଼ ପ୍ରାଚୀର। ଆଖି ଖୋଲୁ ଖୋଲୁ ତୁମେ ଆସ ହେପ୍ରଭୁ ତୁମ ଦିବ୍ୟ ରୂପରେ କଟିଯାଉ ଵିପଦ ସବୁ ଗଢି ଦିଅ ନାଥ ହେ ମନରେ ଶକ୍ତ ପ୍ରାଚୀର କେବେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏻 କୋଟି ପ୍ରଣତି କରୁଛି ହେ ଜଗନ୍ନାଥ ଏ ତନ ମନ ତୁମ ପାଖେ ସମର୍ପିତ ଶୀର୍ଷକ "ଵାଜୁନି ବଂଶୀ କଦମ୍ବ ମୂଳରେ" ବାଜୁନି ବଂଶୀ ଆଉ ଯମୁନା କୂଳରେ ନାହିଁ ଆଉ କେଳି ସେ କୁଞ୍ଜ ବନରେ.. ଦାରୁବ୍ରହ୍ମ ରୂପ ନେଲ କଳି ଯୁଗରେ ମାନଵୀୟ ଲୀଳା ପ୍ରକାଶିଲ ଠାକୁରେ। ତୁମ କଳା ବଦନକୁ ଚାହିଁ ଦେଲେ ଥରେ କିଛି କୁହନି ମୃଦୁ ହସ ଥାଏ ଅଧର ରେ କାହିଁକି ନୀରବ କଳିରେ କୁହ ଠାକୁର ଅନୁଭବରେ କେବଳ ତୁମେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏼 ଶୀର୍ଷକ "ଘୁଙ୍ଗୁର ହଜିଗଲା" ସକାଳ ପ୍ରଣତି ଘେନ ହେ ନାଥ ଏ ଆତ୍ମା ତୁମ ପାଖେ ସମର୍ପିତ। ବାଟ ଚାଲୁ ଚାଲୁ ପ୍ରଭୁ ହେ ଚୋରା ବାଲିରେ ପାଦ ପୋତିଲି ପାଦର ଘୁଙ୍ଗୁର ନାଥ ହେ ଆଜି କାହିଁକି ଆଜି ଵାଜୁନି..। ମନର ବଂଶୀ ବିରହ ବେଦନା ତୋଳୁଛି ମନ ଯମୁନା କୂଳେ ରାଧାର ଘୁଙ୍ଗୁର ହଜିଛି କେଉଁଠି ରାଧା ଗୁମାନ ମାରେ। କେମିତି ନାଚିବ ଦେବଦାସୀ ତୁମ ନାଟମଣ୍ଡପ ରେ ଘୁଙ୍ଗୁର ବିନାକି ନାଟ ମଣ୍ଡପରେ ନାଚ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏼 ଶୀର୍ଷକ" ସମର୍ପିତ" କୋଟି ପ୍ରଣତି ଘେନ ହେ ନାଥ ମନ ତୁମ ପାଦରେ ସମର୍ପିତ। ସକାଳର ସୁରୁଜ ମୂରୁଜ ବୁଣି ତୁମେ ଆସ ପ୍ରଭୁହେ ଅବତରି ଫୁଲସଵୁ ହସୁଥାଉ ଖିଲି ଖିଲି ସମୀର ଆସୁ ଛୁଇଁ ଥିରି ଥିରି । କାକଳିମାର ମୃଦୁ ଗୁଞ୍ଜନ ରେ ନିଦ ଫେରି ଯାଉ ଧିରେ ଧିରେ ହସୁ ଦୁନିଆ ହସୁ ଏଇ ଜୀଵନ ଏହି ମାଗୁଣି କଲି ଚକାନୟନ। ଆଖି ଖୋଲି ଦେଲେ ତୁମ ଆସ ପଦ୍ମ ପୟର ରେ ମନ ସମର୍ପିତ ଆତ୍ମା ଆଉ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏼 କୋଟି ପ୍ରଣତି ରେ ସମର୍ପିତ ବିଶ୍ୱପିତା ସକାଳ ହେଲା ନିଦ ମୋର ଭାଙ୍ଗିଲା ଆଖି ଖୋଲିଲେ ଚକାନୟନ ଦିଶିଗଲା ଜୟ ଶ୍ରୀ ଜଗନ୍ନାଥ ତୁଣ୍ଡ ମୋର ଗାଇଲା ବଂଶୀର ସୁମଧୁର ସ୍ୱର ଗୁଞ୍ଜରିତ ହେଲା। ତନ ମନ ପବିତ୍ର କର ହେ ପ୍ରଭୁ ଜଗନ୍ନାଥ ତୁଣ୍ଡ ମାର୍ଜିତ କର ଜୀବନ ହେଉ ପୁଲକିତ ଏ ସଂସାର ସୁନ୍ଦର ମଧୁମୟ କରି ଗଢିଲ ପ୍ରତି ମଣିଷକୁ ସୁନ୍ଦର ହୃଦୟ ମନ ଦେଲ। ସେ ମନରେ ନରହୁ ଅହଂଭାବ ହେ ଠାକୁର ସେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
କାଦମ୍ବିତ ଋତୁ ଏମିତି ବର୍ଷାଋତୁ ଆସୁଥିବ ଆଉ ଯାଉଥିବ ତୁମେ ଅଛ, ମୁଁ ବି ଅଛି କିନ୍ତୁ ସେଦିନ ପରି ଆଉ ନ ଥିବ ସେ ଅନୁଭବ କି ଶିହରଣ। ସେଦିନ ସେ ବର୍ଷା ଭିଜାଇ ଦେଇଥିଲା କୁଆଁରୀ ଦେହକୁ ଜୁଡ଼ୁବୁଡ଼ୁ କରି ପ୍ରୀତିର ଛିଟା ଦେଇ ଅଙ୍ଗେ ଅଙ୍ଗେ... ଆମେ ଥିଲେ ଗୋଟିଏ ଛତା ତଳେ ଭିଜୁଥିଲେ ଖୁବ୍ ନୀରବରେ। ମୁଁ ଡରିଯାଇ ଜାବୋଡ଼ି ଧରୁଥିଲି ତୁମକୁ ଘଡ଼ଘଡ଼ିର ଗର୍ଜନରେ ଆଉ ତୁମେ ଭିଜିଯାଉଥିଲ ବର୍ଷାରେ ପ୍ରାଣଖୋଲା ହସ ଆଉ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏻 କୋଟିପ୍ରଣତି ଘେନହେ ପରମାତ୍ମା ଆତ୍ମା ହେଲା ସମର୍ପିତ ସକଳ ଜନର ଦିନ ଶୁଭ କର ହେ ପ୍ରଭୂ ଜଗନ୍ନାଥ। ରାତି ପାହିଲେ ତୁମେ ଆସ ନାଥ ଜ୍ୟୋତି ପ୍ରକଟିତ କରି ତୁମକୁ ଦେଖିଲେ ହୃଦୟେ ଉଠେ ଭକତି ପ୍ରଦୀପ ଜଳି। ନାଥ ହେ ତୁମ ନାମରେ ଜଳୁଥାଉ ମୋର ଆତ୍ମା ସଳିତା ପରମାତ୍ମା ହେ ଶରୀର ଛାଡ଼ିଲେ ହେବ ତୁମ ସାଥେ ଦେଖା। ମଧୁର ମଧୁର ସବୁତ ମଧୁର ମଧୁମୟ କର ଜୀଵନ ଭିଜୁ ହୃଦୟ ତୁମରି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏼 ସକାଳ ପ୍ରଣତି ଘେନ ମାଧବ ସମର୍ପିତ ତୁମ ପାଦ ତଳେ ମହାବାହୁ ହେ ହୀନ ମଣିଷ କୁ ରଖ ତୁମ ଭୂଜ ତଳେ। ମଧୁମୟ ହେ ମନକୁ ହଜାଇ ଦିଅ ତୁମ ମଧୁର ବଂଶୀ ସ୍ୱରରେ ଆନନ୍ଦ ମୁଖର କର ସଂସାରକୁ ଆନନ୍ଦ ମୟ ହେ। ପୂଜା ଜାଣିନାହିଁ ମନ୍ତ୍ର ଜାଣିନାହିଁ ଜାଣି ନାହିଁ ତୁମ ଗୂଢ ତତ୍ତ୍ୱ ଏତିକି ବୁଝିଛି ପ୍ରଭୁ ଜଣେ ଅଛି ରଖିବାକୁ ଏଇ ସଂସାର। ତା'ର ଇଛାରେ ଆସେ ଚନ୍ଦ୍ର ସୂର୍ଯ୍ୟ ଏଇ ପୃଥିବୀକୁ ଋତୁ ବଦଳେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ନାରୀ..! କିଏ ଵୁଝିନି ଆଜିଯାଏ ତାକୁ କେବେ ପ୍ରେମ ପୂଜାରିଣୀ କେବେ ମମତାର ନିଝରିଣୀ କେବେ ପୁଣି ଅଭିମାନୀ କେତେ ବେଳେ ମତୁଆଲି କେତେବେଳେ ମାୟାବିନୀ। କେବେ ଫୁଲେଇ ଫଗୁଣ ପରି କେବେ କୃଷ୍ଣ ଚୂଡା ପରି ନାଲି ଓଢ଼ଣୀ ଦେଇ ଚାଲୁଥାଏ ସଂସାର ପଥରେ ..। କେବେ ରଙ୍ଗିନ୍ ମନଟିଏ ନେଇ ଉଡ଼ିଯାଏ ପ୍ରେମ ଚଢେଇ ପରି ସଂସାର ରଙ୍ଗ ମଞ୍ଚରେ ଅଭିନୟ କରୁଥାଏ କେତେ ରୂପରେ ନାରୀ ତୋର କେତେ ରୂପ କିଏ ପାରିବ ଜାଣି.. ଛଳନାମୟୀ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏼 ଶୀର୍ଷକ "ସକାଳ ଧୂପରେ ସଞ୍ଜ ସଳିତା ରେ ତୁମେ" ସକାଳ ଧୂପରେ ତୁମେରେ କାଳିଆ ସଞ୍ଜ ସଳିତାରେ ତୁମେ ଏମନ ଅଗଣାରେ ତୁମେରେ କାଳିଆ ମୋ ହୃଦୟ ଵେଦୀରେ ତୁମେ। ଠାକୁର ଘରର ଘଣ୍ଟି ଶଙ୍ଖ ଧ୍ବନିରେ ତୁଳସୀ ଚଉଁରା ମୂଳେ ତୁମେ ଓଁ କାର ଧ୍ୱନିରେ ତୁମେ ରେ କାଳିଆ ମନ୍ତ୍ର ଉଚ୍ଚାରଣ ରେ ଆସ ତୁମେ। ମନର ଆବେଗରେ ତୁମେ ରହିଥାଅ ମୋ ଅନୁଭଵରେ ତୁମେ ମୋ ଆଖି ଯୁଆଡ଼େ ଯାଏ ଆଗରେ ଦେଖା ଯାଅ ଖାଲି ତୁମେ।…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏻 କୋଟି ପ୍ରଣତି ଘେନ ହେ ନାଥ ଗୋବିନ୍ଦ ଗୋବିନ୍ଦ ହେ ଗୋବିନ୍ଦ ଛନ୍ଦା ଚରଣରେ ଏମନକୁ ବାନ୍ଧ ଆନନ୍ଦ ଆନନ୍ଦ ହେ ଆନନ୍ଦମୟ ତୂମ ନାମରେ ଜୀବନ ମଧୁମୟ । ହେ କମଳାକାନ୍ତ ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀ ରେ ଭରି ଦିଅ ନାଥ ଏଜଗତ ହଟିଯାଇ ସବୁ ଦୁଃଖ ଅବଶୋଷ ଆନନ୍ଦ ଭରିଦିଅ ହସୁଥାଉ ଜଗତ। ତୁମ ନାମ ସବୁଠୁ ବଡ଼ ମହୋଷଧି ଦିଏ ରୋଗ ଶୋକରୁ ନିଶ୍ଚୟ ମୁକ୍ତି ହୃଦୟ ଭିତରେ ତୁମକୁ ଦେଖିଲେ ତନମନ ଆପେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ସମର୍ପଣ - ୫୦ ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ।।
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏻 କୋଟି ପ୍ରଣତି ଘେନ ହେ ନାଥ ତୁମ ପାଖେ ଏ ଜୀଵନ ସମର୍ପିତ। ସମୟ ସ୍ରୋତେ ଭାସୁଛି ଜୀବନତରୀ ଉଦ୍ଧାର କର ମାଧବ ହେ ଦୈତାରୀ। ନୀଳ ନୀଳ ସେଇ ସାଗର କୂଳରେ ବସିଛ ଠାକୁର ହେ ନୀଳାଚଳ ରେ କି ସୁନ୍ଦର ଦିଶେ ସେ ନୀଳ କନ୍ଦର ସବୁଠୁ ସୁନ୍ଦର ତୁମେ ନୀଳ ମାଧବ। ଶୂନ୍ୟ ଏ ମନ ମନ୍ଦିର ଝଲସି ଉଠେ ତୁମ ଭାବନା ରେ ମନ ପୂରି ଉଠେ ଏଇ ମନ ମୋର ଲୋଟଣୀ ପାରା ମନ ଶ୍ରୀମନ୍ଦିରେ ବସା ବାନ୍ଧିଛି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଶୀର୍ଷକ" ନୀଳ ସିନ୍ଧୁ ତଟେ ନୀଳାଦ୍ରି ନାଥ। ନୀଳ ସିନ୍ଧୁ ତଟେ ନୀଳାଦ୍ରି ନାଥ ଲୀଳାମୟଙ୍କର ଲୀଳା ଦେଖେ ଏଇ ଜଗତ.. ଵାର ମାସେ ତାଙ୍କର ତେର ଯାତ ଦେଖେ ଜଗତ ହୋଇ ଆନନ୍ଦିତ। କଳିରେ ମାନବ ଏଵେ ଅବାଟରେ ଜାଣିଛନ୍ତି ନାଥ ସୃଷ୍ଟି ସମୟରେ ଶିକ୍ଷା ଦେବାକୁ ମାନବ ମାନଙ୍କୁ ମାନବୀୟ ଲୀଳା ସବୁ ଯାତକୁ। ନୀଳ ଗିରିରେ ସେ ନୀଳ ମାଧବ ନୀଳ ଦରିଆରେ ଭାସି ଭାସି ଆସି ହେଲେ ଦାରୁବ୍ରହ୍ମ। ନୀଳ ନୀଳ ଏଇ ଆକାଶ ତଳେ ନୀଳ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏻 କୋଟି ପ୍ରଣତି ଘେନ ହେ ନାଥ ତୁମ ପାଦେ ସମର୍ପିତ। ସଂସାର ଦାଣ୍ଡ ରେ ଚାଲିଚାଲି ନାଥ ଥକି ତ ଗଲାଣି ପାଦ ତୃଷାର୍ତ୍ତ ଏ ମନ ତୃଷାର୍ତ୍ତ ଏ ପ୍ରାଣ ଏ ଜୀବନ ଯନ୍ତ୍ରଣାସିକ୍ତ। କେମିତି ପାରି ହେବି କୁହ କାଳିଆ ଲକ୍ଷ୍ୟ ପଥ ବହୁ ଦୂର ଆକାଶ କଇଁଆ ଛୁଇଁ କି ପାରିବ ଅସମ୍ଭବ ଲକ୍ଷ୍ୟସ୍ଥଳ। ଜୀବନ ଯମୁନା ଉଛୁଳି ପଡୁଛି ପାଉନାହିଁ ଥଳକୂଳ ସହି ପାରୁନାହିଁ ମନ ମୋର ଆଜି ଆହତ ବଂଶୀର ସ୍ୱର। ଲୁହର ସାଗର…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏻 କୋଟି ପ୍ରଣତି ଘେନ ଜଗନ୍ନାଥ ତୁମପାଖେ ମୁଁ ହେଲି ସମର୍ପିତ ମୁଁ ବୋଲି ଯେଉଁ ଅହଂ ଭାବକୁ ନାଶ କର ନାଥ ମୋର ମନରୁ। ସକାଳ ହେଲେ ଆସ ମନରେ କଟିଯାଉ ଏଦିନ ସୁଭାବନାରେ ଦିନଯାଉ ଭଲେ ତୁମ ନାମରେ ହରି ନାମ ସାର ପରା ସଂସାରେ। ଭାଂଗି ଯାଇଥିବା ମନ ଗଢି ହୁଏ ହଜିଯିବା ସ୍ୱପ୍ନ ସବୁ ଫେରିଆସେ କାହିଁକି କେଜାଣି ନାଥ ଏ ଜୀବନ ଭାର କଷ୍ଟ ଦିଏ ବେଳେ ବେଳେ। ବୁଝିକି ଅବୁଝା ଏ ମାୟା ସଂସାର…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଶୀର୍ଷକ "ଚାରି ଦୁଆର " ଜୟ ଜଗନ୍ନାଥ 🙏🏼 କୋଟି ପ୍ରଣତି ହେ ନାଥ। ଚାରି ଦୁଆର ଖୋଲି ଦେଲ ପ୍ରଭୁ ଭକତ ପାଇଁ କେଉଁ ଦୁଆର ଦେଇ ଯିବି ଦେଖା ହେବ ଗୋସାଇଁ । ଗହଳ ଚହଳ ଲାଗିଛି ନାଥ ଠେଲା ଠେଲି ବହୁତ ଅସୁସ୍ଥ ଶରୀରରେ କେମିତି ଯିବି ଭେଟ କରି ଠାକୁର । ପଞ୍ଚମ ଦୁଆର ଖୋଲିଦିଅ ନାଥ ଭକତ ଡାକ ଶୁଭୁଥିଵ ଏଇଠୁ ଡାକିଲେ ସେଇଠି ଶୁଣିବ ଢାଳିବ କରୁଣା ତବ। ଆସୁଛି ଆଗକୁ ରଥ ଯାତରା ବଡ ଦାଣ୍ଡ ରେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଶ୍ରୀ ଜଗନ୍ନାଥ 🙏🏻 କୋଟି ପ୍ରଣତି ଘେନ ଜଗନ୍ନାଥ ତୁମ ପାଖେ ସମର୍ପିତ। ମୁଁ ମୁଁ ବୋଲି କେତେ ହେଉଥାଏ ଅହଂଭାଵ ଏ ମନରେ ଫେରିଯାଏ ଯେଵେ ସବୁ ରହିଯାଏ ଏରୁଣ୍ଡି ବନ୍ଧ ଭିତରେ। ଛଅ ଖଣ୍ଡ କାଠରେ ଶେଷ ସଵାରୀ ଘରେ ରହିଯିବ ଗାଡ ମୁଠାଏ ପାଉଁଶ ହେଵୁରେ ଧନ ଯେବେ ଜୁଇ ଯିବ ଜଳି। କାହିଁକି ମନ ବାନ୍ଧୁଛୁ ଏତେ ଆଣ୍ଟ ଏଇ ଅଛି ହେଇ ନାହିଁ ଵାଣ୍ଟିଯା ମମତା ଆଉ କି ମଣିଷ ଜୀବନ ପାଇବୁ ତୁହି। ଆଜି ଚିହ୍ନା ମୁହଁ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ହାରିଵିନି ମୁଁ ... ପାଞ୍ଚାଳୀ କଣ ହାରିଥିଲେ କୁରୁ ସଭା ତଳେ ନା କୁନ୍ତି ମାତାଙ୍କର ଭାଗ ଭାଗରେ ନା ହାରି ଥିଲେ କର୍ଣ୍ଣ ଙ୍କ ବଦଳ ରେ ଅର୍ଜୁନ ଙ୍କୁ ପାଇବାରେ... ଅବଶ୍ୟ ମନ ତଳେ ବୀର ଭାବେ କର୍ଣ୍ଣ ଙ୍କୁ ଗ୍ରହଣ କରି ସାରିଥିଲେ... ନା ସୀତା ମାତା ହାରିଯାଇଥିଲେ ରାମଚନ୍ଦ୍ର ଙ୍କ ଅଗ୍ନି ପରୀକ୍ଷା ରେ... ନା କୈକେୟୀ ଭାଙ୍ଗି ପଡିଥିଲେ ଅପବାଦ ରେ ନା ମନ୍ଦୋଦରୀ ଅନ୍ୟ କୁ ସାଥୀ କରିପାରିଥିଲେ ନା ରାଧା ଯମୁନା ଯିବା ବନ୍ଦ କରିଥିଲେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଶ୍ରୀ ଜଗନ୍ନାଥ 🙏🏻 କୋଟିଏ ପ୍ରଣତି ଘେନିବ ହେ ନାଥ ତୁମ ପାଦେ ସମର୍ପିତ ........................ କାହିଁ କେତେ ଦିନୁ ଡାକୁଛି ତୁମକୁ ତୁମେ ତ ଶୁଣୁନା ଥରେ କେମିତି ଡାକିବି କହିବ କି ନାଥ ଲୁହର ଆଞ୍ଜୁଳା ଭରେ।
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏻 କୋଟି ପ୍ରଣତି ହେ ଜଗନ୍ନାଥ ତୁମ ପାଦେ ମନ ହେଉ ସମର୍ପିତ । ହେ ମଧୁସୂଦନ ମଧୁମୟ କର ତୁମ ଗଢା ଏ ସଂସାର ଜଗତ ମଙ୍ଗଳ କର ପାପ ସବୁ କରି ହେ ନାଥ ଖଣ୍ଡନ। ଜୀବନ ରାସ୍ତାରେ ଅନେକ ମୋଡାଣି ବେଳେବେଳେ ପଡେ ପଥ ଖୋଜୁଥାଏ ନିତି ପଥ ହୁଡା ହୋଇ ମୁଁ ପଥିକ ଜଣେ। ତୁମେ ପ୍ରଦର୍ଶକ ପରା ନାରାୟଣ ଲେଖ ଭାଗ୍ୟେ ଜନ୍ମ ମରଣ ଦିବ୍ୟ ଜ୍ୟୋତି ତୁମେ ଦିବ୍ୟ ଦ୍ରଷ୍ଟା ଭାଗ୍ୟ କର ନିର୍ଧାରଣ।…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏻 ସକାଳୁ ଉଠିଲେ ଆଖି ଆଇନାରେ ତୁମ ଛବି ଚାଲି ଆସେ ମନ ଅଗଣା ମୋର ଆପେ ଆପେ ତୁଳସୀ ତୁଳସୀ ବାସେ। ଫୁଟିଯାଏ ଭକତି ଫୁଲ ସବୁ ତୁମରି ସେବା ପାଇଁ ନିତି ମନର ନୈବେଦ୍ୟ ବାଢି ଦିଏ ସକାଳୁ ମନ ହୋଇଯାଏ ଖୁସି। ସକାଳ ପ୍ରଣତି ଘେନ ଏତିକି ମୀନତି ମୋର ହେ ଭଗବାନ ଯାହା ଦେଇଅଛ ଜୀବନେ ସବୁପରା ତୁମରି ଦାନ ହେଉ ସୁଖ ଅବା ଦୁଃଖ ନାହିଁ ମୋର ମନେ ଅଭିମାନ। ସକାଳ ପ୍ରଣତି ଢାଳିଦେଲି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଶୀର୍ଷକ "ଅବ୍ୟକ୍ତ ସମ୍ପର୍କ" ଭାରି ମନେ ପଡ଼ ତୁମେ, ଗୋଧୂଳିର ନିରବ ସଞ୍ଜରେ, ଝିପ୍ଝିପ୍ ବର୍ଷାର ଭିଜା ପାଗରେ, ବତୁରା ହୃଦୟର ଉଦାସ ବେଳାରେ।
ଡ଼ ସ୍ୱର୍ଣ୍ଣଲତା ଲେଙ୍କା