ଲୋଡ୍ ହେଉଛି…
ଲୋଡ୍ ହେଉଛି…
ସିଏ ମୋ ଜଗନ୍ନାଥ - ଡ଼ ସ୍ୱର୍ଣ୍ଣଲତା ଲେଙ୍କା | ମୋ କଲମ
ମୋ କଲମ
ଲେଖକ
କବିତା
ଗଳ୍ପ
ପ୍ରବନ୍ଧ
ପୁସ୍ତକ
ଲଗ୍ ଇନ୍
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ସିଏ ମୋ ଜଗନ୍ନାଥ
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
· ୫୭ ଅଧ୍ୟାୟ
ସିଏ ମୋ ଜଗନ୍ନାଥ
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା ସଂକଳନ
ମାଗଣାରେ ପଢ଼ିବା ଆରମ୍ଭ କରନ୍ତୁ
ଦାମ ଶୀଘ୍ର ଆସିବ।
ସୂଚୀପତ୍ର
ଅଧ୍ୟାୟ ୧
‘ଆସ ଜଗନ୍ନାଥ’
କୋଟି ପ୍ରଣତି କଲି ଜଗନ୍ନାଥ ଆଖି ଖୋଲି ଦେଲି ୬ ଶୁଭ କର ହେ ଶୁଭଙ୍କର ତୁମ ନାମ ତୁଣ୍ଡେ ନେଲି ।
ଖୋଲା
ଅଧ୍ୟାୟ ୨
ଜୟ ଜଗନ୍ନାଥ
କୋଟି ପ୍ରଣତି ହେ ଜଗନ୍ନାଥ ତୁମ ପାଦେ ମନ ହେଉ ସମର୍ପିତ ୭ ହେ ମଧୁସୂଦନ ମଧୁମୟ କର ତୁମ ଗଢ଼ା ଏ ସଂସାର ।
ଖୋଲା
ଅଧ୍ୟାୟ ୩
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ନାଥ ୮ ତୁମ ପାଖେ ଏ ଜୀବନ ସମର୍ପିତ ସମୟ ସ୍ରୋତେ ଭାସୁଛି ଜୀବନତରୀ ଉଦ୍ଧାର କର ମାଧବ ହେ ଦୈତାରୀ ।
ଖୋଲା
ଅଧ୍ୟାୟ ୪
“ଦେଖାହେଲେ କୁହନ୍ତି”
କୋଟି ଦଣ୍ଡବତ ଘେନ ଠାକୁର । ଅନେକ ଅବ୍ୟକ୍ତ ଭାଷା ଛାତି ତଳେ କେମିତି କହିବି ମୁହିଁ ୯ ହୃଦୟ ର କଥା ହୃଦୟ ଜାଣିଛି ନିତି ଜଳୁଛି ମୋ ଜୁଇ ।
ଖୋଲା
ଅଧ୍ୟାୟ ୫
ଜୟ ଜଗନ୍ନାଥ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ.. ୧୧ କୋଟି ପ୍ରଣତି ହେ ଜଗନ୍ନାଥ ସମର୍ପିତ ନାଥ ସମର୍ପିତ... ଏ ସୃଷ୍ଟି ର ଓଂକାର ରେ ତୁମେ ଏ ସୃଷ୍ଟି ର ଆଦି ଅନ୍ତ ଜୀବନ ଦାତା ହେ ଜ୍ଞାନ ଦାତା ତୁମ ବିନା ଏ ମଣିଷ ଅନ୍ଧ ।
ଖୋଲା
ଅଧ୍ୟାୟ ୬
“ଦିନବନ୍ଧୁ ଦୈତାରୀ ଦୁଃଖ ହାରୁଛି ସବୁରି”
ଯେତେ ଦୁଃଖ ଆସୁ ଲୋ ସଜନୀ ତାରିବାକୁ ଜଣେ ଅଛି ୧୨ ନାମ ତା’ର କାଳିଆ କଳା ଜହ୍ନ ସିଏ ବଡ଼ଦେଉଳରେ ଉଇଁ ଅଛି।
ଖୋଲା
ଅଧ୍ୟାୟ ୭
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ଜଗନ୍ନାଥ ତୁମ ପୟରେ ସଦା ମୁଁ ସମର୍ପିତ ୧୪ ଜୀବନ ଦେଇଛ ଯନ୍ତ୍ରଣା ଭରିଛ ପୁଣି ଏ ଓଠରେ ହସ ଭରି ଦେଇଛ ।
ଖୋଲା
ଅଧ୍ୟାୟ ୮
“ଦୟାକର ଦୀନବନ୍ଧୁ”
କୋଟି ପ୍ରଣତି ହେ ଜଗନ୍ନାଥ ଦୟାକର ଦୀନବନ୍ଧୁ ଶୁଭ ହେଉ ୧୫ ନାଥ ଆଜି ଏଇ ଦିନ ପତିତ ଡାକୁଛି ସକାଳୁ ସକାଳୁ ରଖ ହେ ପତିତପାବନ ।
ଖୋଲା
ଅଧ୍ୟାୟ ୯
ଜୟ ଜଗନ୍ନାଥ
କୋଟି କୋଟି ପ୍ରଣତି କରୁଛି ପ୍ରଭୁ ହେ ଜଗନ୍ନାଥ ୧୬ ତୁମରି ପାଦ ପଦ୍ମରେ ହୁଏ ନାରୀ ସକାଳରୁ ସମର୍ପିତ... ।
ଖୋଲା
ଅଧ୍ୟାୟ ୧୦
“ତବ ଇଛା ପୂର୍ଣ୍ଣ ହେଉ”
ତବ ଇଛା ପୂର୍ଣ୍ଣହେଉ ମହାବାହୁ ! ୧୮ ତବ ଇଛା ପୂର୍ଣ୍ଣ ହେଉ... ତୁମରି ନାମକୁ ମୋ ଜୀବନ ବୀଣା ନିତି ଗାଉଥାଉ... ।
ଖୋଲା
ଅଧ୍ୟାୟ ୧୧
ଜୟ ଜଗନ୍ନାଥ
ସକାଳୁ ଉଠିଲେ ଆଖି ଆଇନାରେ ତୁମ ଛବି ଚାଲି ଆସେ ମନ ଅଗଣା ମୋର ଆପେ ଆପେ ତୁଳସୀ ତୁଳସୀ ବାସେ । ୨୦
ଖୋଲା
ଅଧ୍ୟାୟ ୧୨
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ଜଗନ୍ନାଥ ତୁମ ପାଦେ ହେଲି ସମର୍ପିତ ମନପକ୍ଷୀ ରେ ଉଡ଼ିଯାଆ ଥରେ ୨୧ ଶ୍ରୀକ୍ଷେତ୍ର ବଡ଼ଦେଉଳକୁ ବାନ୍ଧିବୁ ବସା ନିତି ଦେଖିବୁ ଆମ କାଳିଆ ସାଆନ୍ତକୁ ।
ଖୋଲା
ଅଧ୍ୟାୟ ୧୩
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ନାଥ ଏ ଜୀବନ ତୁମକୁ କଲି ସମର୍ପତ । ବେଳୁ ବେଳୁ ଭାଙ୍ଗି ଯାଏ ଏମନ ୨୨ ପ୍ରତି ଟୁକୁଡ଼ା ରେ ଦିଶ ଭଗବାନ ତୁମ ପ୍ରତିବିମ୍ବ ଏହୃଦୟରେ ଥାଉ ମନ ତୁମ ପାଖେ ସମର୍ପିତ ହେଉ।
ଖୋଲା
ଅଧ୍ୟାୟ ୧୪
ଜୟ ଜଗନ୍ନାଥ
ଜଗନ୍ନାଥ ସ୍ୱାମୀ ମୋ ନୟନ ପଥଗାମୀ ଭବ ତୁମେ... କୋଟି ନମଃ ନମଃ ତୁମ ପଦ୍ମ ପାଦେ । ୨୩ ଜଗନ୍ନାଥ ତୁମେ ପରମବ୍ରହ୍ମ ପୁରୁଷୋତ୍ତମ ହେ ଜନାର୍ଦ୍ଦନ ! ଗ୍ରହାଧିପତି ସୃଷ୍ଟି କତ୍ତା ସକଳ ଶକ୍ତିର ଆଧାର ଜୀବନ ଦାତା ।
ଖୋଲା
ଅଧ୍ୟାୟ ୧୫
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ନାଥ ଏ ତନ ମନକୁ କଲି ସମର୍ପିତ । ୨୫ ଭକତ ବାନ୍ଧବ ହେ ଭକତ ବତ୍ସଳ ଭକତ କାନ୍ଦେ ତୁମ ପାଖରେ ତୁମେ କି ଜାଣନା ପ୍ରଭୁ ମୋର ମାନ ଅଭିମାନ ତୁମରି ପାଖରେ ସବୁ ।
ଖୋଲା
ଅଧ୍ୟାୟ ୧୬
ଜୟ ଜଗନ୍ନାଥ
କୋଟି ପ୍ରଣତି ହେ ଜଗନ୍ନାଥ ତୁମ ପାଦେ ମନ ହେଉ ସମର୍ପିତ। ୨୭ ହେ ମଧୁସୂଦନ ମଧୁମୟ କର ତୁମ ଗଢ଼ା ଏ ସଂସାର ଜଗତ ମଙ୍ଗଳ କର ପାପ ସବୁ କରି ହେ ନାଥ ଖଣ୍ଡନ ।
ଖୋଲା
ଅଧ୍ୟାୟ ୧୭
ଜୟ ଜଗନ୍ନାଥ
କୋଟି ପ୍ରଣତି କରୁଛି ନାଥ ହେ କମଳାକାନ୍ତ...! ୨୮ ଭାରିପଡ଼ିଲା ପାପର ଭାର ପ୍ରଭୁ ଦୁଃଖ ହେଲା ବହୁତ... ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି, ଦୁଃଖ କର ପ୍ରଶମିତ।
ଖୋଲା
ଅଧ୍ୟାୟ ୧୮
ଜୟ ଜଗନ୍ନାଥ
ଗ୍ରହାଧିପତି ଘେନ କୋଟି ପ୍ରଣତି ସର୍ବ ମଙ୍ଗଳ କର ନାଥ ଫେଡ଼ ୩୦ ସଂସାରୁ ସଭିଙ୍କର ସକଳ ଦୁର୍ଗତି ।
ଖୋଲା
ଅଧ୍ୟାୟ ୧୯
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ଜଗନ୍ନାଥ ୩୧ ତୁମ ପାଦରେ ଏ ଆତ୍ମା ସମର୍ପିତ ପରମାତ୍ମା ହେ ତାରିପାର ତୁମେ ମାରିପାର ତୁମେ ତୁମ ଇଛାରେ।
ଖୋଲା
ଅଧ୍ୟାୟ ୨୦
ଜୟ ଜଗନ୍ନାଥ
ସକାଳ ପ୍ରଣତି ଘେନ ଭଗବାନ କର ଯୋଡ଼ି ଜଣାଇଲି ୩୨ ସଦା ରହି ଥାଉ ତୁମ ପାଦେ ମନ ଏତିକି ମୋ ମାଗୁଣି।
ଖୋଲା
ଅଧ୍ୟାୟ ୨୧
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ଜଗନ୍ନାଥ ତୁମ ପାଖେ ହେଲି ସମର୍ପିତ । ୩୪ ତୁମେ ସତ୍ୟ ତୁମେ ଶିବ ତୁମେ ସୁନ୍ଦର ତୁମେ ପ୍ରେମ ତୁମେ ଭକ୍ତି ତୁମେ ଚିରନ୍ତନ ।
ଖୋଲା
ଅଧ୍ୟାୟ ୨୨
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ଜଗନ୍ନାଥ ଏ ମନର ମୂଳେ ତୁମେ ହେ ଗୋବିନ୍ଦ ୩୫ ଆସ ଠାକୁର ଶୂନ୍ୟ ହୃଦୟକୁ ମୋର ଆଖି ଖୋଲି ଦେଲେ ଦିଶିଯାଅ ଠାକୁର ସକାଳୁ ହେଉ ମୋ ହୃଦୟ ଭକ୍ତି ମୟ ଖାଲି ପଡ଼ି ଅଛି ଏ ହୃଦୟ ସିଂହାସନ ।
ଖୋଲା
ଅଧ୍ୟାୟ ୨୩
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ଜଗନ୍ନାଥ ୩୬ ତୁମପାଖେ ମୁଁ ହେଲି ସମର୍ପିତ ମୁଁ ବୋଲି ଯେଉଁ ଅହଂ ଭାବକୁ ନାଶ କର ନାଥ ମୋର ମନରୁ।
ଖୋଲା
ଅଧ୍ୟାୟ ୨୪
ଜୟ ଜଗନ୍ନାଥ
ତୁମ ପାଦରେ କୋଟି ଦଣ୍ଡବତ ହେ ଜଗନ୍ନାଥ ୩୭ ସଂସାର ଭିତରେ ଗୃହିଣୀ ଜଣେ କେମିତି ଡାକିବି ଜଞ୍ଜାଳ ଘାରେ ଥକିପଡ଼େ ମନ ଥକେ ଏ ଜୀବନ ଛଳନା ଗହଣା ଭାରି ହୁଏ ମୋର ।
ଖୋଲା
ଅଧ୍ୟାୟ ୨୫
ଜୟ ଜଗନ୍ନାଥ
ସକାଳୁ ଉଠିଲେ ଆଖି ଆଇନାରେ ତୁମ ଛବି ଚାଲି ଆସେ ୩୯ ମନ ଅଗଣା ମୋର ଆପେ ଆପେ ତୁଳସୀ ତୁଳସୀ ବାସେ ।
ଖୋଲା
ଅଧ୍ୟାୟ ୨୬
ଓଁ ନମଃ ଭଗବତେ ବାସୁଦେବାୟ
କୋଟି ପ୍ରଣତି ଘେନ ହେ କଳା ଠାକୁର କେମିତି ସମୟ ଯାଏ ପୁଣି ସକାଳ ହୁଏ ୪୦ ଏ ମନରେ ଭକ୍ତି ଭାବନା ଜାଗ୍ରତ ହୁଏ ହେ କାଳ ନିୟନ୍ତା ସକଳ ଶକ୍ତିର ଆଧାର ତୁମେ ବିଶ୍ୱନିୟନ୍ତା ଦାରୁବ୍ରହ୍ମ ଜଗନ୍ନାଥ ତୁମ ବିନା ନାଥ ଏ ଗଛର ପତ୍ର ହଲେନା ତୁମ ବିନା ରାତି ଯାଇ ସକାଳ ଆସେନା ତୁମେ ଅଛ ବୋଲି ଏସୃଷ୍ଟି ଅଛି ଠାକୁର ନିଃସ୍ୱାସ ପ୍ରଶ୍ୱାସରେ ତୁମେ ଚାଲୁ ଅଛ କୀଟଠୁ ବ୍ରହ୍ମାଣ୍ଡ ତୁମେ ପରିବ୍ୟାପ୍ତ ନାଥ ବୁଝିଲାଯିଏ ବୁଝେଇବା ଦରକାର…
ଖୋଲା
ଅଧ୍ୟାୟ ୨୭
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ନାଥ ଏ ଜୀବନ ତୁମକୁ କଲି ସମର୍ପତ । ୪୧ ବେଳୁ ବେଳ ଭାଙ୍ଗି ଯାଏ ଏମନ ପ୍ରତି ଟୁକୁଡ଼ା ରେ ଦିଶ ଭଗବାନ ତୁମ ପ୍ରତିବିମ୍ବ ଏ ହୃଦୟରେ ଥାଉ ମନ ତୁମ ପାଖେ ସମର୍ପିତ ହେଉ ।
ଖୋଲା
ଅଧ୍ୟାୟ ୨୮
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନହେ ଭଗବାନ ଆଖି ଖୋଲିଲି ହୋଇଲା ସକାଳ ୪୨ ତୁମ ପାଖେ ମନ ରହୁ ଜଗନ୍ନାଥ ଲୋଡ଼ା ନାହିଁ ପ୍ରଭୁ ମାନ ସନମାନ ତୁମ ଥାଅ ପାଖେ ହେ ଭଗବାନ ।
ଖୋଲା
ଅଧ୍ୟାୟ ୨୯
ଜୟ ଜଗନ୍ନାଥ
ସକାଳ ପ୍ରଣତି ଘେନ ମହାପ୍ରଭୁ ସମର୍ପିତ କଲି ପାପ ପୁଣ୍ୟ ସବୁ ୪୩ ଜୀବନ ପାତ୍ର ମୋ ଭରିଛ ପ୍ରଭୁ ତୁମରି କରୁଣା ଢାଳି ଶୂନ୍ୟ ମନ୍ଦିରରେ ଆସ ପ୍ରଭୁ ଚାହଁ ରହେ ଧରି ଅର୍ଘ୍ୟ ଥାଳି ।
ଖୋଲା
ଅଧ୍ୟାୟ ୩୦
ଜୟ ଜଗନ୍ନାଥ
କୋଟି ପ୍ରଣାମ କରୁଛି ଘେନ ହେ ନାଥ ହେଲି ପଦ୍ମ ପାଦରେ ମୁଁ ସମର୍ପିତ । ୪୪ ହେ ପ୍ରଭୁ ଜଗନ୍ନାଥ ! ନୀରବି ଥିବା ରାତି ପାହିଗଲା...
ଖୋଲା
ଅଧ୍ୟାୟ ୩୧
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ନାଥ ତୁମ ପାଦେ ଅହଂଭାବ ସମର୍ପିତ । ୪୭ ଏଇ ହୃଦୟ ରେ ବଡ଼ ଶୂନ୍ୟସ୍ଥାନ ଆସ ହେ ଠାକୁର ହୁଅ ବିଦ୍ୟମାନ କିଛିଦେଇ ପାରିବିନି ହେ ଠାକୁର ଯାହା ଦେଖୁଛି ସବୁ ପରା ତୁମର ।
ଖୋଲା
ଅଧ୍ୟାୟ ୩୨
ଜୟ ଜଗନ୍ନାଥ
ହେ କମଳାପତି ଘେନ ମୋର ପ୍ରଣତି ଶ୍ରୀ ଭରିଦିଅ ସଂସାରରେ ସରୁ ବିପତ୍ତି ଉଡ଼ିଯାରେ ମନ ମୋର ଲୋଟଣୀ ପରା ୪୮ ପୁଣ୍ୟର ଗଙ୍ଗା ଶ୍ରୀକ୍ଷେତ୍ରେ ଝରୁଛି ପରା ।
ଖୋଲା
ଅଧ୍ୟାୟ ୩୩
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନହେ ଭଗବାନ ଆଖି ଖୋଲିଲି ହୋଇଲା ସକାଳ ୪୯ ତୁମ ପାଖେ ମନ ରହୁ ଜଗନ୍ନାଥ ଲୋଡ଼ା ନାହିଁ ପ୍ରଭୁ ମାନ ସନମାନ ତୁମେ ଥାଅ ପାଖେ ହେ ଭଗବାନ ।
ଖୋଲା
ଅଧ୍ୟାୟ ୩୪
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ଜଗନ୍ନାଥ ଆତ୍ମା ପରମାତ୍ମା ପାଖରେ ସମର୍ପିତ ୫୧ ରାତି ପାହିଲେ ମନ ତୁମକୁ ଖୋଜେ ତୁମ ସାହାରାରେ ଏଇ ଜୀବନ ବଞ୍ଚେ ।
ଖୋଲା
ଅଧ୍ୟାୟ ୩୫
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ନାଥ ତୁମ ପାଦେ ହୋଇଲି ସମର୍ପିତ ୫୨ ଭାବ ଦିଅ ଠାକୁର ଅଭାବି ମଣିଷ ତୁମ ଭାବାନରେ ରଖ ଜଗଦୀଶ ବଳି ପଡ଼ିଲେ ଦୁଃଖ ତୁମକୁ କୁହେ ଆନ ଭାବନାରେ ମନେ ନ ରହେ ।
ଖୋଲା
ଅଧ୍ୟାୟ ୩୬
ଜୟ ଜଗନ୍ନାଥ
କୋଟି ପ୍ରଣତି ହେ ଜଗନ୍ନାଥ ତୁମ ପାଖେ ସମର୍ପିତ । ୫୩ ଏମନକୁ ବନ୍ଧା ପକାଇଛି ତୁମରି ଚରଣରେ ହେ ହରି ରଖିବ କି ମାରିବ ତୁମରି ଇଛା ହେ ଦୈତାରୀ ।
ଖୋଲା
ଅଧ୍ୟାୟ ୩୭
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ହେଲି ସମର୍ପିତ । ୫୫ କଳାବଦନ ହେ ଦିଅ ଟିକେ ମାରି ତୁମର ସେ କଳାରଙ୍ଗ ସବୁ ରଙ୍ଗରୁ ମନ ଛାଡ଼ି ଗଲାଣି ସେ ରଙ୍ଗରେ ମୋ ଭାବ ।
ଖୋଲା
ଅଧ୍ୟାୟ ୩୮
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ଜଗନ୍ନାଥ ମମତାର ଫଗୁ ଦିଅ ପକାଇ ୫୬ ସଂସାର ହେଉ ରଙ୍ଗିନ ପ୍ରେମ ଫୁଲ ଫୁଟିଯାଉ ସଂସାରେ ବୋହିଯାଉ ପ୍ରୀତି ନିଝରିଣୀ ।
ଖୋଲା
ଅଧ୍ୟାୟ ୩୯
ଜୟ ଜଗନ୍ନାଥ
କୋଟିଏ ପ୍ରଣତି ଘେନ ହେ ନାଥ ତୁମ ପାଦେ ସମର୍ପିତ । ୫୯ ଦେଖିଲି ପାହାନ୍ତି ସପନେ ତୁମକୁ ମୋ ହୃଦୟ ମନ୍ଦିରେ ମୃଦୁ୍ୟ ମୃଦୁ ହସରେ ଛାହିଁଛ ମୋତେ ଚକା ଚକା ଆଖିରେ।
ଖୋଲା
ଅଧ୍ୟାୟ ୪୦
ଜୟ ଜଗନ୍ନାଥ
କୋଟି ପ୍ରଣତି ହେ ଜଗନ୍ନାଥ ତୁମ ପାଦ ତଳେ ସମର୍ପିତ । ୬୦ ମୁଁ ଜାଣିନି କିଏ କେଉଁଠୁ ଆସିଛି କିପରି ଅଛି ମୁଁ ଏଠି ଏତିକି ଜାଣିଛି କେହିତ ଜଣେ ହିଁ ଅଛି ମୋ ହାତ ଧରିଛି।
ଖୋଲା
ଅଧ୍ୟାୟ ୪୧
ଜୟ ଜଗନ୍ନାଥ
କୋଟି ପ୍ରଣତି ହେ ଜଗନ୍ନାଥ ତୁମ ପାଦେ ସମର୍ପିତ । ୬୧ ଜାଣେନା ପ୍ରଭୁ କେମିତି ଡାକିବି ପାପି ମନେ ପୁଣ୍ୟ ପାଇଁ ସାରା ଜୀବନ କଳୁଷତା ମନେ ଡାକିବାକୁ ଡରେ ମୁହିଁ ।
ଖୋଲା
ଅଧ୍ୟାୟ ୪୨
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନହେ ପରମାତ୍ମା ଆତ୍ମା ହେଲା ସମର୍ପିତ ୬୩ ସକଳ ଜନର ଦିନ ଶୁଭ କର ହେ ପ୍ରଭୁ ଜଗନ୍ନାଥ।
ଖୋଲା
ଅଧ୍ୟାୟ ୪୩
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ଜଗନ୍ନାଥ ୬୪ ତୁମ ପାଖେ ସମର୍ପିତ ।
ଖୋଲା
ଅଧ୍ୟାୟ ୪୪
ଜୟ ଜଗନ୍ନାଥ
କୋଟି ପ୍ରଣତି ହେ ନାଥ ତୁମ ମାଟି ଛୁଇଁ ଦେଲେ ମନୁ ଦୁଃଖ ସରିଯାଏ ୬୬ ପତିତପାବନ କୁ ଚାହିଁ ଦେଲେ ପାପ ସରିଯାଏ ।
ଖୋଲା
ଅଧ୍ୟାୟ ୪୫
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ଆତ୍ମା ହେଲା ସମର୍ପିତ । ୬୭ ଯେଉଁ ଫୁଲ ରେ ପୁଜିଲେ ତୁମକୁ ତୁମେ ତ ଯାଉଛ ଋଷି କୁହ ହେ ଠାକୁର କେମିତି ପୂଜିବି ତୁମେ ହେବ ଆଜି ଖୁସି ।
ଖୋଲା
ଅଧ୍ୟାୟ ୪୬
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ନାଥ ଗୋବିନ୍ଦ ଗୋବିନ୍ଦ ହେ ଗୋବିନ୍ଦ ୬୮ ଛନ୍ଦା ଚରଣରେ ଏମନକୁ ବାନ୍ଧ ଆନନ୍ଦ ଆନନ୍ଦ ହେ ଆନନ୍ଦମୟ ତୁମ ନାମରେ ଜୀବନ ମଧୁମୟ ହେ କମଳାକାନ୍ତ ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀ ରେ ଭରି ଦିଅ ନାଥ ଏଜଗତ ହଟିଯାଇ ସବୁ ଦୁଃଖ ଅବଶୋଷ ଆନନ୍ଦ ଭରିଦିଅ ହସୁଥାଉ ଜଗତ ।
ଖୋଲା
ଅଧ୍ୟାୟ ୪୭
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେନାଥ ତୁମ ପାଦେ ସମର୍ପିତ। ୭୦ ଜଗନ୍ନାଥ ହେ ପରମବ୍ରହ୍ମ ସତ୍ୟ ଶିବ ସୁନ୍ଦର ସନାତନ ପରବ୍ରହ୍ମ ତୁମେ ହେ ଲୀଳାମୟ ଅନନ୍ତ ଅସୀମ ରହସ୍ୟ।
ଖୋଲା
ଅଧ୍ୟାୟ ୪୮
ଜୟ ଜଗନ୍ନାଥ
ପ୍ରିୟ ଠାକୁର... ! ତୁମକୁ ମୁଁ ଭଲ ପାଇଛି ନାଥ ହେ ୭୧ ଏ ମଣିଷ ଜୀବନରେ ନିତି ସକାଳ ହେଲେ ତୁମକୁ ଦେଖେ ଆଗ ଚର୍ମ ନୟନରେ ।
ଖୋଲା
ଅଧ୍ୟାୟ ୪୯
ଜୟ ଜଗନ୍ନାଥ
କାହି କେତେ ଦୂରରେ ତୁମେ ଠାକୁର ତୁମ ପାଇଁ ହେଲି ଆତୁର ୭୩ ସବୁ ଜାଣ ବୋଲି ହେଲ ଅନ୍ତର୍ଯ୍ୟାମୀ କୁହେନା କିଛି ଠାକୁର।
ଖୋଲା
ଅଧ୍ୟାୟ ୫୦
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ଜଗନ୍ନାଥ ଆତ୍ମା ମୋ ସମର୍ପିତ। ୭୪ ଜଞ୍ଜାଳ ଜୀବନ ଦେଇଛ ଠାକୁର ମୋର କି ବଳ ଅଛି ତୁମରି କଥା ତୁମପାଇଁ ଲେଖିକରି ଉପସମ ପାଉଅଛି।
ଖୋଲା
ଅଧ୍ୟାୟ ୫୧
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ନାଥ ତୁମ ପାଦେ ସମର୍ପିତ ୭୬ ଜଗତ ମଙ୍ଗଳ କର ଜଗନ୍ନାଥ ଶୁଭ କର ଶୁଭଙ୍କର ।
ଖୋଲା
ଅଧ୍ୟାୟ ୫୨
“ସିଏ ମୋ ଜଗନ୍ନାଥ”
ଯାହା ପାଇଁ ନିତି ଦିନ ରାତି ହୁଏ ଋତୁ ବି ବଦଳି ଯାଏ ୭୭ ସମୟ ଚକ ଯା, ପାଇଁ ଅବିରତ ସଂସାରରେ ଘୁରୁଥାଏ।
ଖୋଲା
ଅଧ୍ୟାୟ ୫୩
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ନାଥ ତୁମ ପାଦେ ହେଲି ସମର୍ପିତ ୭୮ ସବୁ ଡୋରି ସଂସାରୁ ଛିଡ଼ିଲା ପରେ ତୁମ ପ୍ରେମ ଡୋରି ଭିଡ଼େ କୋଳେଇ ନେବ କି ନାଥ ଥରେ ଏହି ମାଗୁଣୀ ଛାମୁରେ।
ଖୋଲା
ଅଧ୍ୟାୟ ୫୪
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ନାଥ ତୁମ ପାଖେ ସମର୍ପିତ । ୭୯ ନୟନ ଖୋଲିଲେ ଚିନ୍ତା ଚେତନାରେ ଆସ ତୁମେ ଜଗନ୍ନାଥ ରାତି ପାହିଗଲେ ତୁମେ ମୟ ହୁଏ ତୁମ ସୃଷ୍ଟିର ସଂସାର ।
ଖୋଲା
ଅଧ୍ୟାୟ ୫୫
ଶେଷ ସବାରୀ...
କୋଟି ପ୍ରଣତି ଘେନ ହେ ନାଥ ତୁମେ ପାଦେ ସମର୍ପିତ... ୮୧ ଶେଷ ସବାରୀ ପଠାଅ ହେ ନାଥ ଚାଲିବାଟା ହେଲା କଷ୍ଟ ସ୍ୱର୍ଗ ଦ୍ୱାରରେ ଜଳି ଯାଉ ମୋ ଜୁଇ ହୁଏ ମୁଠାଏ ପାଉଁଶ।
ଖୋଲା
ଅଧ୍ୟାୟ ୫୬
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ନାଥ ତୁମ ପାଦେ ସମର୍ପିତ । ୮୫ ସଂସାର ଦାଣ୍ଡ ରେ ଚାଲିଚାଲି ନାଥ ଥକି ତ ଗଲାଣି ପାଦ ତୃଷାର୍ତ୍ତ ଏ ମନ ତୃଷାର୍ତ୍ତ ଏ ପ୍ରାଣ ଏ ଜୀବନ ଯନ୍ତ୍ରଣାସିକ୍ତ ।
ଖୋଲା
ଅଧ୍ୟାୟ ୫୭
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ହେ ନାଥ ତୁମ ପାଦେ ହେଲି ସମର୍ପିତ.. ୮୬
ଖୋଲା
ମୂଳପୃଷ୍ଠା
ସବୁ ଲେଖା
ପାଠାଗାର
ଲଗ୍ ଇନ୍